ବଲିଉଡ ଅଭିନେତ୍ରୀ ଜୟା ପ୍ରଦାଙ୍କ ପାଇଁ ବଢ଼ିଲା ଅଡୁଆ । ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଜୟାଙ୍କ ୬ମାସ ଜେଲ୍ ସଜା ଖାରଜ ଆବେଦନକୁ ମନା କରିଦେଇଛନ୍ତି ।
ପୋଲିସ ବିଭାଗର ଅନେକ ଅଧିକାରୀ କିପରି ଅନୁସନ୍ଧାନ କରାଯାଏ, ତାହା ଜାଣନ୍ତି ନାହିଁ ବୋଲି କହିଛନ୍ତି ଜଷ୍ଟିସ୍ ପି ବେଲମରଗନଙ୍କ ଏକ ଖଣ୍ଡପୀଠ । କେବଳ ୧୦ ପ୍ରତିଶତ ଅଧିକାରୀ ସଚ୍ଚୋଟ ।