• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Madhya Pradesh

MP & Chattisgarh Election
ସରିଲା ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ଭୋଟିଂ

ଛତିଶଗଡରେ ଆଜି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହୋଇଛି। ପୂର୍ବରୁ ୨୦ଟି ଆସନରେ ଭୋଟ ଗ୍ରହଣ ହୋଇଥିବାବେଳେ ଆଜି ବାକି ୭୦ଟି ଆସନରେ ମତଦାନ ହୋଇଛି ।

Assembly elections 2023: Voting begins on all 230 seats in Madhya Pradesh, 70 seats in Chhattisgarh
ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ନିର୍ବାଚନ, ସକାଳୁ ଆରମ୍ଭ ହୋଇଛି ମତଦାନ

ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ । ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି । ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର ।

Assembly Elections
ବାଜିଲା ନିର୍ବାଚନୀ ବିଗୁଲ୍‌; ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।

Madhyapradesh BJP
ଶିବରାଜଙ୍କ ବଡ଼ ଘୋଷଣା ! ମହିଳାଙ୍କ ପାଇଁ ରହିବ ୩୫% ସରକାରୀ ଚାକିରି

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

couple reunites
ଘରଛାଡ଼ି ଚାଲିଯାଇଥିଲେ ପତ୍ନୀ; ଅଧକିଲୋ ଟମାଟୋ ଦେଇ ମନେଇଦେଲେ ସ୍ୱାମୀ

ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

Mass suicide
ଋଣ ଉଜାଡ଼ି ଦେଲା ପରିବାର; ପିଲାଙ୍କୁ ବିଷ ଦେଇ ଝୁଲିପଡ଼ିଲେ ବାପା-ମା’...ସୁଇସାଇଡ୍ ନୋଟ୍‌କୁ ନେଇ ଚର୍ଚ୍ଚା

ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ମୃତ୍ୟୁ ନେଇ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ମୃତ୍ୟୁର କାରଣକୁ ନେଇ ଲାଗି ରହିଛି ସସ୍‌ପେନ୍ସ । କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ଦମ୍ପତି ? ମା’ ହୋଇ କିପରି ତାଙ୍କର ଦୁଇ ପୁଅଙ୍କୁ ଦେଇଦେଲେ ବିଷ ?

Husband Leaves Wife
ପର ଘରେ ପୋଛା ମାରି ସ୍ୱାମୀଙ୍କୁ ଟ୍ୟାକ୍ସ ଅଫିସର୍‌ କରାଇଲେ, ତା’ପରେ...

କେତେବେଳେ ସ୍ୱାର୍ଥ ସରିଗଲେ ସ୍ତ୍ରୀ ସ୍ୱାମୀକୁ ଛାଡ଼ି ଦେଉଛି ତ କେତେବେଳେ ସ୍ୱାମୀ ସ୍ତ୍ରୀକୁ । ସ୍ୱାମୀକୁ ଚାକିରି କରାଇବା ଲାଗି ପର ଘରେ ପୋଛା ମାରିବା ପରେ ବି ସ୍ତ୍ରୀର ଭଲ ପାଇବାକୁ ବୁଝି ପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀକୁ ପାଖରେ ରଖିବାକୁ ମନା କରିଦେଲା ସ୍ୱାମୀ ।

little old girl who was rescued from the borewell has passed away
୫୫ ଘଣ୍ଟାର ସଂଘର୍ଷ ପରେ ବୋରୱେଲ ଭିତରେ ଫସି ପ୍ରାଣ ହରାଇଲା କୁନି ଝିଅ

ଖେଳୁଥିବା ବେଳେ ଝିଅଟି ବୋରୱେଲରେ ଖସି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେଇଥିଲେ ।

Wedding Kit
ସରକାର ଦେଇଥିବା ଉପହାର ଦେଖି ନବଦମ୍ପତି କାବା ! ମେକଅପ୍‌ କିଟ୍‌ରୁ ବାହାରିଲା କଣ୍ଡୋମ୍‌ ଓ ଗର୍ଭନିରୋଧକ ବଟିକା

ବିବାହ ଉପହାର ଦେଖି ନବଦମ୍ପତି କାବା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ସରକାର ଏ କି ପ୍ରକାର ଉପହାର ଦେଲେ . . ?

CM Shivraj Singh Chouhan
ଗୁହାରୀ ଶୁଣିଲାନି ପ୍ରଶାସନ; ମୁଖ୍ୟମନ୍ତ୍ରୀଙ୍କ ଷ୍ଟେଜ୍‌ ଉପରକୁ କଅଁଳା ଛୁଆକୁ ଫିଙ୍ଗିଲେ ବାପା

ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ବର୍ଷକର ଛୁଆକୁ ମଞ୍ଚ ଉପରକୁ ଫିଙ୍ଗିଦେଲେ ଜଣେ ବ୍ୟକ୍ତି । ହେଲେ କାହିଁକି, ଜାଣନ୍ତୁ..

Shocking rats gnawed the eye of dead body
ପୋଷ୍ଟମର୍ଟମ ପାଇଁ ଥିଲା ଶବ; ଡାକ୍ତର କହିଲେ ଆଖି ଖାଇଦେଲା ମୂଷା

ମୂଷା ଶବମାନଙ୍କ ଆଖି କାଟି ନେଉଥିବା ଖବର ଆସିଛି। ପୋଷ୍ଟମର୍ଟମ ପାଇଁ ଫ୍ରିଜ୍‌ରୁ ମୃତଦେହ ବାହାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ମୃତଦେହର ଗୋଟିଏ ଆଖି ନଥିବା ଦେଖାଯାଇଛି। ପରିବାର ଲୋକ କହୁଛନ୍ତି ଚାଲିଛି ମାନବ ଅଙ୍ଗ ଚୋରା ଚାଲାଣ।

Theif
ଚୋରି କଲେ, ତା’ପରେ ଅନୁତାପ ଭରା ଚିଠି ଲେଖି ସବୁ ଫେରାଇଦେଲେ

ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Dam
ଭୁଶୁଡ଼ିବ ଡ୍ୟାମ ବନ୍ଧ ! ଦକ୍ଷିଣ ପାର୍ଶ୍ୱରୁ ଧସିଲାଣି ମାଟି

ପ୍ରବଳ ବର୍ଷା ପରେ ଧରମପୁରୀ ତହସିଲ ଅଞ୍ଚଳ କୋଠିଦାରେ କାରମ ନଦୀ ଉପରେ ଥିବା ଡ୍ୟାମ୍‌ରୁ ଘଳିଆ ପଡ଼ିଥିଲା ।

Congress Star Campaigner 'Mirchi Baba' Arrested In Rape Case
ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ‘ମିର୍ଚି ବାବା’, ସନ୍ତାନ ପ୍ରାପ୍ତି ପାଇଁ ବାବାଙ୍କ ପାଖକୁ ଆସିଥିଲେ ମହିଳା

ମହିଳାଙ୍କର କୌଣସି ସନ୍ତାନ ହେଉ ନଥିବାର ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ।

Jabalpur
ଭୟଙ୍କର ଅଗ୍ନିକାଣ୍ଡ ! ଚାଲିଗଲା ୧୦ ଜଣଙ୍କ ଜୀବନ

ଅଗ୍ନିକାଣ୍ଡରେ ଅନେକ ସମ୍ପତ୍ତି ଜଳିପୋଡ଼ି ନଷ୍ଟ ହୋଇଛି । ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳ ଏକ ପ୍ରକାର ଧୁଆଁମୟ ହୋଇଯାଇଛି ।

With Body Of 2-Year-Old Brother, Madhya Pradesh Boy, 8, Sat By The Road
ସାନଭାଇର ଶବକୁ କୋଳରେ ଧରି ବସିଛି ୮ ବର୍ଷର ବାଳକ 

ସାନଭାଇର ଶବକୁ କୋଳରେ ଧରି ବସିଛି ୮ ବର୍ଷର ବାଳକ...

Madhya Pradesh clinch first Ranji Trophy title; defeat Mumbai by six wickets in final
ଇତିହାସ ରଚିଲା ମଧ୍ୟପ୍ରଦେଶ; ଫାଇନାଲ୍‌ରେ ମୁମ୍ବାଇକୁ ୬ ଓ୍ୱିକେଟ୍‌ରେ ହରାଇ ବିଜୟୀ

ରଣଜୀ ଟ୍ରଫିରେ ଇତିହାସ ରଚିଲା ମଧ୍ୟପ୍ରଦେଶ....ଫାଇନାଲ୍‌ରେ ୪୧ ଥରର ଚାମ୍ପିଅନ୍ ମୁମ୍ବାଇକୁ ୬ ୱିକେଟରେ ହରାଇ ପ୍ରଥମ ଟାଇଟଲ୍ ହାସଲ୍ କଲା ଏମ୍ପି ଟିମ୍...

Odisha Girl
ବିକ୍ରି ହେଉଥିଲେ ଓଡ଼ିଆ ଯୁବତୀ; ମାଡି ବସିଲା ପୋଲିସ

ଜୋର ଜବରଦସ୍ତ ବିବାହ କରିବା ପାଇଁ ଯୁବତୀଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ ଅଭିଯୋଗ । ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି...

Marriage
ଅଜବ ଘଟଣା ! ଲାଇନ୍‌ କଟିଗଲା ବୋଲି ବଦଳିଗଲେ ବର-କନ୍ୟା

ଉଜୈନର ଇଙ୍ଗୋରିଆ ପୋଲିସ୍ ଥାନା ଅନ୍ତର୍ଗତ ଅସଲାନା ଗାଁରେ ରମେଶଲାଲଙ୍କ ତିନି ଝିଅ ଏବଂ ଗୋଟିଏ ପୁଅର ବିବାହ କାର୍ଯ୍ୟ ଥିଲା ।

7 Die In Fire At Building In Madhya Pradesh's Indore, 9 Rescued
୨ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ, ୭ ମୃତ

ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଅଗ୍ନିକାଣ୍ଡ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି ।

Online games
ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ୧୧ ବର୍ଷୀୟ ବାଳକ

ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

Madhya Pradesh CM Shivraj Singh Chouhan Plays Local Musical Instruments In Sagar
ଗାଁ ଲୋକଙ୍କ ସହ ବାଦ୍ୟ ତାଳରେ ଝୁମିଲେ ମୁଖ୍ୟମନ୍ତ୍ରୀ

ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।

Night Curfew
ସରକାରୀ ବାବୁ କହିଲେ- କରୋନା କେମିତି ଜାଣିବ ସକାଳ ୫ଟା ହେଲେ ବିଲ ଭିତରେ ପଶିବାକୁ ହେବ ?

ସାରା ଦେଶରେ କରୋନା ସଂକ୍ରମଣ ଏବଂ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ନାଇଟ୍‌ କର୍ଫ୍ୟୁର ମଜାକ ଉଡ଼ାଇଛନ୍ତି ଜଣେ ସରକାରୀ କର୍ମଚାରୀ। ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‌ ଶେଆର କରି ନାଇଟ୍‌ କର୍ଫ୍ୟୁ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ମଜାକ ଉଡ଼ାଇଛନ୍ତି ଏହି ସରକାରୀ କର୍ମଚାରୀ।

1 yr Old Girl Rescued
୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଉଦ୍ଧାର ହେଲା ବର୍ଷକର ଶିଶୁ, ୯ ଘଣ୍ଟା ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ...

କଥାରେ ଅଛି, ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଅର୍ଥାତ୍‌ ଯାହାକୁ ଭଗବାନ ରଖିବେ, ତାର କିଏ ବା କ’ଣ କରିପାରେ। ୧୫ ଫୁଟ୍ ବୋର୍‌ୱେଲ୍‌ ଗାତରୁ ଜଣେ ଶିଶୁ କନ୍ୟାକୁ ସୁରକ୍ଷିତ ଭାରବେ ଉଦ୍ଧାର କରାଯାଇଛି।

One-Year-Old Girl Fell Into Borewell In Madhya Pradesh, Rescued
ବର୍ଷକର ଶିଶୁ କନ୍ୟାକୁ ରକ୍ଷା କଲେ ଅନନ୍ତ

'ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ' । ୧୫ ଫୁଟ୍ ବୋରେୱାଲ୍ ଗାତରେ ପଡିଯାଇଥିବା ବର୍ଷକର ଶିଶୁ କନ୍ୟାକୁ ଉଦ୍ଧାର । ୬ ଘଣ୍ଟାର ଅପରେସନ୍ ପରେ ଉଦ୍ଧାର ହେଲା ଶିଶୁକନ୍ୟା । ଏବେ କିପରି ଅଛି ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଜାଣନ୍ତୁ ଏ ଭିଡିଓରୁ ..