/odishatv-khabar/media/media_files/2026/02/23/newlywed-woman-abducted-by-lover-2026-02-23-17-25-34.jpg)
ପ୍ରେମିକର ପରିଚୟ ମିଳିଲା Photograph: (OTV)
ସୁବର୍ଣ୍ଣପୁର ତରଭା ଥାନା ଅଂଚଳରେ ନବବଧୂକୁ ଧରି ପ୍ରେମିକ ଫେରାର ମାରିବା ଘଟଣା। ମିଳିଲା ପ୍ରେମିକର ପରିଚୟ। ପ୍ରେମିକର ନାଁ ସଂଜୀବ ସାହୁ ଓରଫ ବୁଠି ବୋଲି ଜଣାପଡିଛି। ସଂଜୀବଙ୍କ ଘର ବରଗଡ଼ ଜିଲ୍ଲା କଣ୍ଟାମାଳର ବଡ଼ଝପାପାଲ୍ଲୀରେ। ବଡ଼ବନ୍ଧଠାରେ ପ୍ରେମିକାକୁ ଧରି ଫେରାର୍ ହୋଇଥିଲା ପ୍ରେମିକ ସଂଜୀବ ସାହୁ।
Advertisment
ବିବାହ ପରେ ବାଟରୁ ନବବଧୂକୁ ଧରି ଛୁ ମାରିଥିଲା। ଅଧା ରାସ୍ତାରେ ବନ୍ଧୁକ ଦେଖାଇ ନବବଧୂକୁ ନେଇଯାଇଥଲା ସଂଜୀବ। କାମାକ୍ଷୀନଗରରୁ କଣ୍ଟାମାଳ ବିବାହ ପାଇଁ ଯାଇଥିଲେ ବର। ଏହାକୁ ନେଇ ତରଭା ଥାନାର ଦ୍ୱାରସ୍ଥ ହୋଇଥିଲେ ବର।
- ପ୍ରେମିକର ପରିଚୟ ମିଳିଲା
- ପ୍ରେମିକର ନାଁ ସଂଜୀବ ସାହୁ ଓରଫ ବୁଠି
- ସଂଜୀବଙ୍କ ଘର କଣ୍ଟାମାଳର ବଡ଼ଝପାପାଲ୍ଲୀ
- ବଡ଼ବନ୍ଧଠାରେ ପ୍ରେମିକାକୁ ଧରି ଫେରାର୍ ହୋଇଥିଲା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)