• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lokayukta

ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା
Lokayukta: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ! ଜନତା ନିରାଶ, ଆଇନ ମନ୍ତ୍ରୀ କହିଲେ...

ଲୋକାୟୁକ୍ତ, ସୂଚନା କମିଶନ, ମହିଳା କମିଶନ ଅଧ୍ୟକ୍ଷ ପଦ ଖାଲି । ନିର୍ବାଚନ ଆୟୋଗ ଭଳି ସଂସ୍ଥାରେ ହୋଇନି ନୂଆ ନିଯୁକ୍ତି ।

Lokayukta
ଅଚଳ ହୋଇପଡିଛି କି ଓଡିଶା ଲୋକାୟୁକ୍ତ ?

ଅକାମୀ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ? ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି।

lokayukta
ଓଡ଼ିଶା ଲୋକାୟୁକ୍ତ ଅଚଳ ! ପଡ଼ିରହିଛି ୪୮୪ ମାମଲା, ସମାଧାନ କରିବାକୁ କେହି ନାହିଁ..

ଗତବର୍ଷ ଶେଷ ସୁଦ୍ଧା ପାଖାପାଖି ୪୮୪ଟି ମାମଲା ବିଚାର ନହୋଇ ପଡିରହିଥିଲା । ସେହିପରି ଏବର୍ଷ ସ୍ଥାୟୀ ଅଧ୍ୟକ୍ଷ ଏବଂ ସଦସ୍ୟ ନଥିବାରୁ ଆଜି ଯାଏ ପ୍ରାୟ ୪୧୭ଟି କେସ୍ ଯୋଡି ହୋଇସାରିଲାଣି ।

Lok pal
ଲୋକପାଳ ସୃଷ୍ଟିର ଦୁଇ ବର୍ଷ ପରେ ବି ନିଯୁକ୍ତ ହୋଇ ନାହାନ୍ତି ଯାଞ୍ଚ ନିର୍ଦ୍ଦେଶକ

ଭ୍ରଷ୍ଟାଚାର ବିରୋଧୀ ସଂସ୍ଥା ଲୋକପାଳ ସୃଷ୍ଟି ହେବାର ଦୁଇ ବର୍ଷରୁ ଅଧିକ ସମୟ ପରେ ମଧ୍ୟ ଲୋକପାଳ ପଠାଇଥିବା ଭ୍ରଷ୍ଟାଚାରର ଅଭିଯୋଗର ପ୍ରାଥମିକ ତଦନ୍ତ ପାଇଁ କେନ୍ଦ୍ର ଯାଞ୍ଚ ନିର୍ଦ୍ଦେଶକ ନିଯୁକ୍ତ କରି ନାହିଁ। ସୂଚନା ଅଧିକାର (RTI) ଅଧୀନରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରୁ ଏହି ସୂଚନା ମିଳିଛି ।