ବାସ୍ତୁ ଶାସ୍ତ୍ର ଅନୁସାରେ କଳା ରାଶିର ଅନେକ ମହତ୍ୱ ରହିଛି । କଳା ରାଶିର ବ୍ୟବହାର ବିଶେଷ କରି ପୂଜା ପାଠରେ ବ୍ୟବହାର କରାଯାଇଥାଏ । ବହୁ ସମୟରେ ଘରେ ନାନା ସମସ୍ୟା ଲାଗି ରହିଥାଏ । ବାସ୍ତୁ ଅନୁସାରେ ଏହାକୁ ଶନି ଦୋଷ ବା ରାହୁ କାଳ ଖରାପ ଥାଏ ବୋଲି ବିବେଚନା କରଯାଏ ।