ମେଟ୍ ଗାଲାରେ ବଲିଉଡ୍ ଅଭିନେତା ଶାହରୁଖ ଖାନ ଏକ ଦମଦାର୍ ଡେବ୍ୟୁ କରିଥିଲେ। ଏହି ସମୟରେ ଅଭିନେତାଙ୍କୁ ବାଦଶାହା ଅବତାରରେ ଦେଖିବାକୁ ମିଳିଥିଲା, ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି। ପ୍ରଶଂସକମାନଙ୍କ ବ୍ୟତୀତ, ଅଭିନେତ୍ରୀ କାଜୋଲଙ୍କୁ ମଧ୍ୟ ଶାହରୁଖ ଖାନ୍ଙ୍କ ଲୁକ୍ ଏତେ ପସନ୍ଦ ଆସିଥିଲା ଯେ ସେ ଏହାକୁ କପି କରିଛନ୍ତି।
ନିଜ ଆତଙ୍କରେ ସାରା ବିଶ୍ୱକୁ ଆତଙ୍କିତ କରିଥିବା ଓସାମା ବିନ୍ ଲାଡେନ୍ ଜଣେ ଭାରତୀୟ ଗାୟିକାଙ୍କ ସ୍ୱର ଶୁଣିବାକୁ ପାଗଳ ହୋଇଯାଉଥିଲା। ସେ ତାଙ୍କ ଗୀତକୁ ନେଇ ଏତେ ମାତ୍ରାରେ ପାଗଳ ଥିଲେ ଯେ, ନିଜ କମ୍ପ୍ୟୁଟରରେ ତାଙ୍କର ୧୦୦ରୁ ଅଧିକ ଗୀତର ରେକର୍ଡ ରଖିଥିଲେ।
ପ୍ରେମ ଏବଂ ପ୍ରସ୍ତାବର ଏହି ଋତୁରେ ଆସନ୍ତୁ ବଲିଉଡର ସେହି ତାରକାମାନଙ୍କ ପ୍ରେମ କାହାଣୀ ବିଷୟରେ ଜାଣିନେବା ଯେଉଁମାନଙ୍କ ପ୍ରେମ କାହାଣୀ ଫିଲ୍ମ ସେଟ୍ରୁ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରୁ କେତେକଙ୍କ ପ୍ରେମ ସଫଳ ହୋଇଥିଲା ଆଉ ସେମାନେ ବିବାହ କରିଥିଲେ, ଆଉ କିଛି ଜଣଙ୍କ ପ୍ରେମ ଅଧାରେ ରହିଗଲା।
‘ପଠାନ୍’ର ବକ୍ସ ଅଫିସ୍ ରୋଜଗାରକୁ ନେଇ ବିଭିନ୍ନ ପ୍ରକାର ଗୁଜବ ଅନଲାଇନରେ ଦେଖାଯାଇଥିବା ବେଳେ ‘ପଠାନ୍’ ବକ୍ସ ଅଫିସ୍ ରୋଜଗାରକୁ ନେଇ କାଜୋଲଙ୍କ ମତ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି। ଏନେଇ ଶାହରୁଖଙ୍କ ପ୍ରଶଂସକମାନେ କାଜୋଲଙ୍କ ଉପରେ ରାଗିଯାଇଛନ୍ତି।