Junior Teachers Protest
ଅବହେଳିତ ପ୍ରାଥମିକ ଶିକ୍ଷକ ! ଦାବି ପାଇଁ ରାଜରାସ୍ତାରେ ଗର୍ଜୁଛନ୍ତି ଗୁରୁ । ସରକାର ଉଠାନ୍ତୁ ଠିକା ବ୍ୟବସ୍ଥା । କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ କରନ୍ତୁ ନିୟମିତ । କୁନିକୁନି ପିଲାମାନଙ୍କ ଭବିଷତ ଗଢ଼ିବାକୁ ସରକାରଙ୍କ ଅନୁମତି ପାଇଥିବା ଏ ଗୁରୁମାନେ ପ୍ରଥମ ଥର ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି । ନୂଆ କରି ଏମାନଙ୍କୁ ନିଯୁକ୍ତି ମିଳିଛି । ହେଲେ ଠିକା ଯୋଗୁ ସରକାର ଦେଉନାହାନ୍ତି ଭଲ ଦରମା । ତେଣୁ ମାସିକ ମାତ୍ର ୧୪ ହଜାର ଟଙ୍କାରେ ଚଳିବା କଷ୍ଟ କର ହେଉଛି ବୋଲି ଶିକ୍ଷକମାନେ କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)