ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି, ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ । ପୌରାଣିକ ଆଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏହି ଦିନ ଜନ୍ମ ନେଇଥିଲେ ।
ଆଜି ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ । ପୁରୁଷୋତ୍ତମ କ୍ଷେତ୍ରରେ ନିଆରା ପରିବେଶ । ଅନ୍ଧାର ହୋଇଯିବ ଶ୍ରୀମନ୍ଦିର । ବିଶେଷ ଭାବେ ଏମିତି କରାଯିବ ପୂଜା...
ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ ଗୋପାଳ ରୂପକୁ ପୂଜା କରାଯାଏ। ଏହି ଦିନ ଭଗବାନ କୃଷ୍ଣଙ୍କୁ ରାତିରେ ପୂଜା କରାଯାଏ ବୋଲି ବିଶ୍ୱାସ କରାଯାଏ। କୁହାଯାଏ ଭଗବାନ କୃଷ୍ଣ ରାତିରେ ଜନ୍ମ ହୋଇଥିଲେ। ଆସନ୍ତୁ ଜାଣିବା ରାତିରେ କାହିଁକି ଜନ୍ମ ନେଲେ ଶ୍ରୀକୃଷ୍ଣ?
ଶ୍ରୀକୃଷ୍ଣଙ୍କ ଅଣନାତି ବଜ୍ରନାଭ ମଥୁରାରେ ଶ୍ରୀକୃଷ୍ଣଙ୍କ ପ୍ରଥମ ମନ୍ଦିର ନିର୍ମାଣ କରିଥିଲେ। ଏହା ପରେ ଆଉ ତିନି ଥର ଏହାର ନିର୍ମାଣ ହୋଇଛି। ଔରଙ୍ଗଜେବଙ୍କ ଶାସନ କାଳରେ ଏହାକୁ ଭାଙ୍ଗି ଦିଆଯାଇଥିଲା।
ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ଲଡୁଗୋପାଳ ରୂପରେ ପୂଜା କରାଯାଏ। ଲଡୁଗୋପାଳଙ୍କ ପ୍ରତିମୂର୍ତ୍ତିର ଛାତିରେ ଏକ ପାଦଚିହ୍ନ ରହିଛି। ଏହାର କାରଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ଏହି ପାଦଚିହ୍ନର ରହସ୍ୟ କ’ଣ?