କାହିଁକି ଉଠେ ମହାଦୀପ? ଏହି ସମୟରେ କାହିଁକି ପାଳନ ହୁଏ ମହାଶିବରାତ୍ରୀ? ପ୍ରଭୁ ଶିବଙ୍କର ୧୪ଟି ଯାତ୍ରା ମଧ୍ୟରୁ ମହାଶିବରାତ୍ରୀ କାହିଁକି ସବୁଠାରୁ ପ୍ରିୟ? ପୁରାଣର କେଉଁ କାହାଣୀ କହିଥାଏ ମହାଶିବରାତ୍ରୀର କଥା? କେଉଁ ବିଧିରେ ଶିବଙ୍କୁ ପୂଜିଲେ ସେ ସନ୍ତୁଷ୍ଟ ହୁଅନ୍ତି? ଜାଣନ୍ତୁ ପୂରା ତଥ୍ୟ ଏହି ଲେଖାରୁ।
ସବୁ ଦେବତା ଭଲ ବେଶ ପୋଷାକ ଧାରଣ କରି, ଶରୀରରେ ସୁଗନ୍ଧିତ ଅତର ଛିଞ୍ଚି ବୁଲୁଥିବା ବେଳେ, ପ୍ରଭୁ ଶିବ କିନ୍ତୁ ଦେହରେ ଭସ୍ମ ପାଉଁଶ ବୋଳି, ମୁଣ୍ଡରେ ଗୋଟେ ଖଣ୍ଡିଆ ଚନ୍ଦ୍ର ଲଗେଇ, ଶ୍ମଶାନରେ ଯାଇ ରୁହନ୍ତି। ଦିନେ ଏହି କଥା ସ୍ୱାମୀଙ୍କୁ ପଚାରିଦେଲେ ମାତା ପାର୍ବତୀ। ପଢ଼ନ୍ତୁ ଏହାର କି ଉତ୍ତର ଦେଲେ ପ୍ରଭୁ ଶିବ।
ଭଗବାନ ଶିବ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି, ସେଥିପାଇଁ ତାଙ୍କୁ ମହାଦେବ କୁହାଯାଏ। ଭୋଳାନାଥଙ୍କ ସହ ଜଡିତ ଅନେକ ରହସ୍ୟମୟ କାହାଣୀ ଲୋକପ୍ରିୟ। ତେବେ ଆଜି ମହା ଶିବରାତ୍ରୀ ବା ଜାଗର ଅବସରରେ ଆସନ୍ତୁ ଭଗବାନ ଶିବଙ୍କ ସହ ଜଡିତ କିଛି ରହସ୍ୟ ବିଷୟରେ ଜାଣିନେବା।
ଚଳଚଞ୍ଚଳ ହୋଇଉଠିଛି ଶୈବପୀଠ । ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳୁଛନ୍ତି ଅଗଣିତ ଭକ୍ତ । ମନରେ ଅତୁଟ ଭକ୍ତି ଆଉ ତୁଣ୍ଡରେ ଶିବମନ୍ତ୍ର ଜପି ସବୁଠି ଭକ୍ତ ମାନେ ମହାଦୀପକୁ ଅପେକ୍ଷା କରିଥିବା ବେଳେ ଲିଙ୍ଗରାଜଙ୍କ ମହାଦୀପ ଉଠିଛି ।