• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Army

Kite Drone Fight
ଶତ୍ରୁ ପକ୍ଷର ଗୁଇନ୍ଦା ଡ୍ରୋନ୍‌କୁ ମାଡ଼ି ବସିବ ଚିଲ

ଚିଲ ଶତ୍ରୁପକ୍ଷର ଡ୍ରୋନ୍‌କୁ ଟାର୍ଗେଟ କରି ଖସାଇବ ।

କର୍ଣ୍ଣେଲ୍ ହୁନି ବକ୍ସି, TSDର ପୂର୍ବତନ ମୁଖ୍ୟ
'ଭାରତୀୟ ଯବାନଙ୍କ ନାଁ ଶୁଣିଲେ ଡରନ୍ତି ଆତଙ୍କବାଦୀ'

୨୦୧୦ରେ ତତ୍କାଳୀନ ସେନା ମୁଖ୍ୟ ଜେନେରାଲ୍ ଭିକେ ସିଂହଙ୍କ ଦ୍ୱାରା ଗଠନ ହୋଇଥିଲା ଟିଏସଡି। 

Kerala couple invites Indian army to their wedding
ସେନାକୁ ପଠେଇଲେ ବିବାହ କାର୍ଡ; କହିଲେ ଆପଣଙ୍କ ପାଇଁ ଆମେ ଖୁସିରେ ବିବାହ କରୁଛୁ

ଭାରତୀୟ ସେନା ପ୍ରତି ସେମାନଙ୍କର ଅହେତୁକ ଭଲ ପାଇବା। ସେନାଙ୍କ ପ୍ରତି ମନରେ ରହିଛି ଅନେକ ସମ୍ମାନ। ଏନେଇ ସେନାକୁ ପଠେଇଲେ ବିବାହର ନିମନ୍ତ୍ରଣ ପତ୍ର। ଜାଣନ୍ତୁ କ’ଣ କହିଲେ…

Indian Army Return To Village
ଯବାନଙ୍କୁ ଏମିତି ସ୍ୱାଗତ, ପୁରା ଅଞ୍ଚଳ ହେଲା ଭାବବିହ୍ୱଳ ! ଆପଣ ବି ଦେଖନ୍ତୁ ଭିଡିଓ...

ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।

Indian army ordnance corps 419 material assistant vacancy
ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ ; ଦରମା ୯୨ ହଜାରରୁ ଅଧିକ

ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ମି ଅର୍ଡାନ୍ସ ଡିପୋ ଏବଂ ୟୁନିଟ୍ରେ ମେଟେରିଆଲ୍ ଆସିଷ୍ଟାଣ୍ଟ୍ ଯୁକ୍ତିର ବିଜ୍ଞପ୍ତି ପ୍ରକାଶ ପାଇଛି। କେଉଁମାନେ କରିପାରିବେ ଆବେଦନ ଜାଣିବା ପାଇଁ ପଢନ୍ତୁ।

PM Narendra Modi
ଗୀତ ଗାଇଲେ, ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

କାର୍‌ଗିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ମୋଦି ଆଜି କାର୍‌ଗିଲ୍‌ରେ ପହଞ୍ଚିଛନ୍ତି।

Indian Army
ଯବାନଙ୍କ ଆଖିରେ ଆସିଲା ଲୁହ ! ପାଦ ଧୋଇଲେ-ଡିଜେ-ଦୁଲଦୁଲି-ନାଚଗୀତ କରି ଲୋକେ ପାଛୋଟି ନେଲେ

ଯବାନଙ୍କୁ ପାଛୋଟି ନେବା ପାଇଁ ପୂରା ଦମ୍‌ରେ ଲାଗିପଡିଥିଲେ ଗାଁର ପିଲାଠୁ ବୁଢ଼ା ।

Indian Air Force
ଦମ୍‌ ଦେଖାଇଲା ଭାରତୀୟ ବାୟୁସେନା, ନୀଳ ଆକାଶରେ ଘୁ ଘୁ ଗର୍ଜନ କରି ଥରାଇଲା ଛାତି..

ନୀଳ ଆକାଶର ଛାତି ଚିରି ଶକ୍ତି ଓ ସାମର୍ଥ୍ୟ ଦେଖାଇଥିଲେ ରାଫେଲ, ସୁଖୋଇ ଓ ଜାଗୁଆର ଭଳି ଫାଇଟର ଜେଟ୍ ।

Indian Air Force
ଭାରତ ବନାମ ପାକିସ୍ତାନ କାହା ବାୟୁସେନା କେତେ ଶକ୍ତିଶାଳୀ ?

ଭାରତୀୟ ବାୟୁସେନା ପାଖରେ ୧,୭୦,୫୭୬ ସକ୍ରିୟ ସୈନିକ ଅଛନ୍ତି । ୧.୪୦ ଲକ୍ଷ ରିଜର୍ଭ ଫୋର୍ସ ଅଛନ୍ତି ।

Pilot Killed In Army Cheetah  Crash
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ; ପାଇଲଟ ମୃତ

ବିଜୟାଦଶମୀରେ ଦୁଃଖଦ ଖବର। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏକ ଚପର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଜଣେ ଅଧିକାରୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ଅରୁଣାଚଳର ତୱାଙ୍ଗରେ ସେନାର ଏହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

Indian Army
ଗାଁ ଲୋକଙ୍କ ଦେଶପ୍ରେମ ! ଯବାନଙ୍କ ଆଖିରେ ଆଣିଦେଲା ଲୁହ

ବାସ୍‌ ସୁଶାନ୍ତ ଗାଁରେ ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା ସମ୍ବର୍ଦ୍ଧନାର ପର୍ବ । କିଏ ଫଗୁ  ଧରି ଦୁଲଦୁଲିର ତାଳେ ତାଳେ ନାଚିବାକୁ ଲାଗିଥିଲା ତ ଆଉ କିଏ ଗାଲରେ ଶ୍ରଦ୍ଧା ଓ ସ୍ନେହର ଫଗୁ ବୋଳିଥିଲା ।

Indian Army
ପୁଅ ସେନାରେ ଯାଇ ଜୀବନ ହାରିଲା, ହେଲେ ମିଳିଲାନି ପେନ୍‌ସନ୍‌ ! ପରିବାର ଏବେ ଦୁର୍ଦିନରେ..

ବାପା ପ୍ରଫୁଲ୍ଲ ପକ୍ଷାଘାତ ରୋଗରେ ପୀଡିତ ଓ ମା ମଞ୍ଜୁଲତାଙ୍କ ଦେହର ଅବସ୍ଥଆ ଭଲ ନାହିଁ । ପରିବରର ଆର୍ଥିକ ସ୍ଥିତି ବି ଭଲ ନାହିଁ । ଭାଇର ଚାକିରି ପାଇବା ଆଶାରେ ବସିଥିବା ସାନ ଭାଇର ବୟସ ବି ଗଡି ଗଲାଣି ।

Indo-China
ସାଂଘାଇ ସମିଟ୍‌ ପୂର୍ବରୁ ଲଦାଖ ସୀମାରୁ ପଛକୁ ହଟିବେ ଭାରତ-ଚୀନ

ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।

Indian Army
ଭାରତୀୟ ସେନାର ଉଦାରତା, ଆକ୍ରମଣ କରିବାକୁ ଆସିଥିବା ଆତଙ୍କବାଦୀକୁ ଦେଲେ ନୂଆ ଜୀବନ

ପାକିସ୍ତାନ ଗୁଇନ୍ଦା ସଂସ୍ଥାର କର୍ଣ୍ଣେଲ ୟୁନୁସ୍ ଚୌଧୁରୀ ତାଙ୍କୁ ପଠାଇଥିଲେ । ୩୦୦୦୦ ଟଙ୍କା ପାଇଁ ଆକ୍ରମଣ କରିବାକୁ ଆସିଥିଲା ।

Indian Army Aviation Corps ready to confront enemies
ପ୍ରତିଆକ୍ରମଣ ପାଇଁ ସଜାଗ ଭାରତୀୟ ସେନା, ଚାଲିଛି ଜୋରଦାର ପ୍ରସ୍ତୁତି

ପ୍ରତିକୂଳ ପାଣିପାଗ ପାଇଁ ପାହାଡ଼ିଆ ଅଞ୍ଚଳରେ ବାୟୁସେନାର ଅପରେସନରେ ବାଧା ଉପୁଜିଥାଏ। ଏହି ସମୟରେ ସେନା ଅପରେସନର ନେତୃତ୍ୱ ଥାଏ ଇଣ୍ଡିଆନ୍ ଆର୍ମି ଆଭିଏସନ୍।

Indian Army dog killed in J&K terror op laid to rest
ଦେବଦୂତ ସାଜିଲେ ସେନାବାହିନୀ କୁକୁର ‘ଆକ୍ସେଲ’; ନିଜେ ସହିଦ୍‌ ହୋଇ ଯବାନଙ୍କ ଜୀବନ ବଞ୍ଚାଇଲେ

ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଅନେକ ଯବାନଙ୍କ ଜୀବନ ବଞ୍ଚାଇଲା ସେନାବାହିନୀର କୁକୁର...

Agnipath
ସେନାରେ ଭର୍ତ୍ତି ପାଇଁ ଆରମ୍ଭ ହେଲା ନୂଆ ଯୋଜନା ‘ଅଗ୍ନିପଥ’

ଅଗ୍ନିପଥ ଯୋଜନାରେ ନିଯୁକ୍ତ ହେବେ ଅଗ୍ନିବୀର । ନିଯୁକ୍ତ ସୈନ୍ୟ ଅଗ୍ନିବୀର ନାମରେ ତିନି ବାହିନୀରେ ଭର୍ତ୍ତି ହେବେ

CDS
କିଏ ହେବ ଆଗାମୀ CDS ? ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର

ନୂଆ ଗାଇଡଲାଇନରେ କୁହାଯାଇଛି ଯେ ନିକଟରେ ୩ ସେନା ମୁଖ୍ୟ କିମ୍ବା ଉପ ମୁଖ୍ୟ ପଦରୁ ଅବସର ନେଇଥିବା ଅଧିକାରୀମାନେ ମଧ୍ୟ ସିଡିଏସ୍‌ ପଦ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। କିନ୍ତୁ ସେମାନଙ୍କ ବୟସ ୬୨ ବର୍ଷରୁ କମ ହୋଇଥିବା ଅପରିହାର୍ଯ୍ୟ ।

Indian Army
ଲଦାଖ ସୀମାରେ ୭ ଯବାନ ସହିଦ, ଅନେକ ଗୁରୁତର

ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।

Indian Army Honey Trapped
ହନିଟ୍ରାପ୍‌ରେ ପୁଣି ଜଣେ ଭାରତୀୟ ଯବାନ

ପୋଲିସ ଅନୁମାନ କରୁଛି ଯେ, ଭାରତୀୟ ସେନା ବାହିନୀର ସାମରିକ ଶକ୍ତି ତଥା ଗୋପନୀୟ ତଥ୍ୟ ଗୁଡ଼ିକୁ ସେ ଏହି ମହିଳା ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଦେଇଥାଇପାରନ୍ତି ।

deadbody
CRPF କ୍ୟାମ୍ପରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଦର ଥାନା ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Chief of the Army Staff General Manoj Pande receives Guard of Honour at South Block Lawns
ସ୍ଥଳସେନା ମୁଖ୍ୟଙ୍କୁ ଗାର୍ଡ ଅଫ୍ ଅନର

ଭାରତୀୟ ସ୍ଥଳସେନାର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ଗାର୍ଡ ଅଫ ଅନର । ସାଉଥ ବ୍ଲକରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।

Nayagarh Youth Trains
ଇଏ ଏମିତି ଜଣେ ଯବାନ, ଯିଏ ଛୁଟିରେ ଆସିଲେ ବି ଗାଁ ଟୋକାକୁ ଦିଅନ୍ତୁ ଆର୍ମିଂ ଟ୍ରେନିଂ

ଇଏ ଏମିତି ଜଣେ ଯବାନ ଯାହାଙ୍କ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା। ଦିଲ୍ଲୀରେ ଅର୍ଦ୍ଧସାମରୀକ ବାହିନୀରେ କାମ କରୁଛନ୍ତି..ହେଲେ ଛୁଟିରେ ଯେତେବେଳେ ଆସନ୍ତି, ଗାଁ ଟୋକାଙ୍କୁ ସ୍କୁଲ ପଡ଼ିଆରେ ଏମିତି ଟ୍ରେନିଂ ଦିଅନ୍ତି। ଟ୍ରେନିଂ ପାଇବା ପରେ ଅନେକ ପିଲା ସେନାରେ ଚାକିରି ମଧ୍ୟ କରିଛନ୍ତି.

Manoj Katiyar
ଲେଫ୍ଟନାଣ୍ଟ ଜେନେରାଲ ମନୋଜ କଟିୟାରଙ୍କୁ ନୂଆ ନିଯୁକ୍ତି

ଗତକାଲି ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଲେଫ୍ଟନେଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ ।

 Army Helicopter Crash
ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।