• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Indian Army

Anantnag-Terrorist Attack
ଅନନ୍ତନାଗରେ ଆତଙ୍କବାଦୀଙ୍କ ହମ୍‌ଲା ! ଦୁଇ ସେନାଧିକାରୀ ସହିଦ

କର୍ଣ୍ଣେଲ ୧୯ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନେତୃତ୍ବ ନେଉଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Indian Army
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ସେନାର ଗାଡ଼ି ଗଭୀର ଖାଲରେ ଗଳିପଡ଼ି ୯ ଯବାନ ସହିଦ। ୯ ଯବାନଙ୍କ ମଧ୍ୟରେ ୨ ଜଣ JCO ଅଛନ୍ତି। ଲେହର କ୍ୟାରୁ ସହର ନିକଟରେ ଗଳି ପଡ଼ିଲା ଗାଡ଼ି। ସେନାର ଗାଡ଼ିଟି କାରୁ ଗ୍ୟାରିସନରୁ କ୍ୟାରୁ ଯାଉଥିଲା। ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି।

Army vehicle falls into gorge
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। 

India's First Long-Range Revolver
ଭାରତର ପ୍ରଥମ ଦୂର ବାଟକୁ ଭେଦ କରୁଥିବା ରିଭଲବର୍‌ 'ପ୍ରବଳ'

'ପ୍ରବଳ' ହେଉଛି ପ୍ରଥମ ରିଭଲବର୍‌ ଯାହା ସାଇଡ୍‌ ସୁଇଙ୍ଗ୍‌ ସିଲିଣ୍ଡର, ଯାହା ଦ୍ୱାରା ଟ୍ରିଗର୍‌କୁ ମାରିବା ପାଇଁ ସହଜ ହୋଇଥାଏ।

Physical academy
ଏଇଠି ଯିଏ ଟ୍ରେନିଂ ନେଉଛି ସିଏ ସେନାରେ ପାଉଛି ଚାକିରି !

ସକାଳୁ ସଞ୍ଜଯାଏଁ ପିଲାଙ୍କୁ ଦିଆଯାଉଛି ଟ୍ରେନିଂ । ପୁଅଠୁ ଝିଅ...ସମସ୍ତେ ନେଉଛନ୍ତି ଟ୍ରେନିଂ । ଅଧିକାଂଶ ପିଲା ସେନାଠୁ ଆରମ୍ଭ କରି ରାଜ୍ୟ ପୋଲିସ୍‌ରେ ପାଇଲେଣି ଚାକିରି । ଏକାଡେମୀକୁ ନେଇ ସବୁଆଡେ ଚାଲିଛି ଚର୍ଚ୍ଚା।

Indian Army recruitment 2023
Indian Army recruitment 2023: ଭାରତୀୟ ସେନାରେ ପୂରଣ ହେବ ଏହିସବୁ ପଦବୀ

ସର୍ଟ ସର୍ଭିସ୍‌ କମିଶନ(SSC) ବୈଷୟିକ ପାଠ୍ୟକ୍ରମ ପାଇଁ ଭାରତୀୟ ସେନା ବିଜ୍ଞପ୍ତି ବାହାର କରିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଉଭୟ ଅବିବାହିତ ପୁରୁଷ ଏବଂ ଅବିବାହିତ ମହିଳା ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ଅଟନ୍ତି।

3 jawans killed in jammu and kashmir's Rajouri
ଜାମ୍ମୁ କାଶ୍ମୀରର ରଜୌରିରେ ୫ ଯବାନ ସହିଦ

କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। ଉତ୍ତର କାଶ୍ମୀରର ବାରାମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।

Poonch terror attack |
ପଞ୍ଚଭୁତରେ ମିଶିଲା ସହିଦ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର

ହଜାର ହଜାର ଲୋକଙ୍କ ଗହଣରେ ଜନ୍ମମାଟି ପୁରୀ ଖଣ୍ଡାୟତସାହିରେ ରାଷ୍ଟ୍ରୀୟ ମର୍ଯାଦା ସହ ଶେଷକୃତ୍ୟ। ଦୁନିଆ କଣ ଜାଣିବା ପୂର୍ବରୁ ୩ ମାସର କୁନିଝିଅକୁ ମିଳିଲା ସହିଦ ବାପାର ଶେଷ ସନ୍ତକ।

Indian Army, Sahid Jawan
ଭୁବନେଶ୍ୱରରେ ସହିଦ ଯବାନଙ୍କ ପାର୍ଥିବ ଶରୀର

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମର ଶରୀରକୁ ଶେଷ ଦର୍ଶନ କରିଛନ୍ତି ଦେବାଶିଷଙ୍କ ପତ୍ନୀ ସୁଶ୍ରୀ ସଙ୍ଗୀତା ।

Army jawan Debasis Biswal's family still in denial
ଅଧାରେ ରହିଗଲା ଝିଅକୁ ଦେଖିବା, ଦେଶପାଇଁ ପାଇଁ ପ୍ରାଣବଳି ଦେଲେ ଓଡ଼ିଆ ପୁଅ

ପୁରୀ ସରକାରୀ ITIରେ ଇନଷ୍ଟ୍ରକଟର ଚାକିରି କରୁଥିବା ପତ୍ନୀ ସୁଶ୍ରୀ ସଂଗୀତା ଡ୍ୟୁଟିରେ ଥିବାରୁ ପରେ କଥା ହେବେ କହି ଫୋନ୍ ରଖିଥିଲେ। ହେଲେ ସେହି କଲ ଯେ, ସ୍ବାମୀଙ୍କ ଶେଷ କଲ ପାଲଟିଯିବ, ସେ କଥାକୁ ବିଶ୍ବାସ କରି ପାରୁ ନାହାନ୍ତି ସେ।

terrorist attack
ଜମ୍ମୁ ଆତଙ୍କବାଦ ଆକ୍ରମଣରେ ଓଡ଼ିଆ ଯବାନ ସହିଦ

ଏହି ଆକ୍ରମଣରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କୁ କାଉଣ୍ଟର ଟେରରିଷ୍ଟ ଅପରେସନ୍‌ ପାଇଁ ସେଠାରେ ମୁତୟନ କରାଯାଇଥିଲା ।

Indian Army Attacked By terrorist In jammu kashmir
Terror Attack: ଯବାନଙ୍କ ଗାଡ଼ିକୁ ଘନ ଘନ ଗ୍ରେନେଡ୍ ମାଡ଼, ୫ ଯବାନ ସହିଦ

ଏହି ଆକ୍ରମଣରେ ଜଣେ ଯବାନ ଗୁରୁତର ହୋଇଥିବା ବେଳେ ତାଙ୍କୁ ସେଠାରୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Agniveer, Indian Army Online Exam
ଏଣିକି ସେନାରେ ନିଯୁକ୍ତି ପାଇଁ ପ୍ରଥମେ ହେବ ଅନ୍‌ଲାଇନ୍‌ ପରୀକ୍ଷା

ଏପ୍ରିଲ ୨୬ ଯାଏଁ ଦେଶର ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ ।

Indian Army
ଦୁର୍ଘଟଣା ପରେ ଜଳିଗଲା ସେନା ହେଲିକପ୍ଟର; ମିଳୁନି ପାଇଲଟ୍‌ଙ୍କ ପତ୍ତା

ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।

Indian Army
କ୍ୟାପଟେନ ଦୀକ୍ଷା ଏବେ ପାରାଚୁଟ ରେଜିମେଣ୍ଟ ସ୍ପେଶାଲ ଫୋର୍ସେସ୍ ଯବାନ

କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।

Indian Army
କ୍ୟାପଟେନ୍ ଦୀକ୍ଷା ଓ କ୍ୟାପଟେନ୍ ଶିବା ଚୌହାନ, ପୁରୁଷଙ୍କଠୁ କମ୍ ନୁହଁନ୍ତି ସେନାର ମହିଳା ଅଫିସର

କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।

Galwan Ghati
ଗଲୱାନ ଘାଟିରେ କ୍ରିକେଟ୍‌ ଖେଳିଲେ ଯବାନ

୨୦୨୦ ଜୁନ୍‌ ମାସରେ ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲା । ଆଉ ସେଥିପାଇଁ LACରେ ଉଭୟ ଦେଶର ସୈନିକମାନେ ମୁହାଁମୁହିଁ ହୋଇଥିଲେ ।

Agniveer recruitment 2023
ଅଗ୍ନିବୀର ପାଇଁ ଜାରି ହେଲା ବିଜ୍ଞପ୍ତି; ଏବେଠୁ କରିପାରିବେ ଆବେଦନ

ଜାଣନ୍ତୁ ଆବେଦନ ପ୍ରକ୍ରିୟା, ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା

special report
ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ମହିଳା : ଶତ୍ରୁ ଶିବିରରେ ସୃଷ୍ଟି କରିବେ କଂପନ

ସ୍ଥଳସେନା ଆର୍ଟିଲେରି ରେଜିମେଣ୍ଟରେ ହେବେ ସାମିଲ । ସ୍ଥଳସେନା ମୁଖ୍ୟଙ୍କ ସୂଚନା ପରେ ଉତ୍ସାହର ଲହରି ।

Golden chance to become an officer in indian-army-air-force-navy
ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆବେଦନ

ୟୁପିଏସ୍‌ସି ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ପଦବୀ ପୂରଣ କରିବାକୁ ବିଜ୍ଞପ୍ତି ଜାରି କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୩୪୧ଟି ପଦବୀ ପୂରଣ ହେବ।

Vijay Dibas
ଆଜି ବିଜୟ ଦିବସ; ମନେ ପଡ଼େ ପାକିସ୍ତାନ ବିରୋଧରେ ଭାରତର ବଡ଼ ବିଜୟ

ସ୍ଥାନୀୟ ଲୋକେ ନିୟାଜୀଙ୍କୁ ପିଟି ପିଟି ହତ୍ୟା କରିବାକୁ ଆଗେଇ ଆସିଥିଲେ । ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ନିୟାଜୀଙ୍କୁ ଚାରି ପଟୁ ସୁରକ୍ଷା ଦେଲେ । ଏହାସହ ସୁରକ୍ଷିତ ଭାବେ ସେଠାରୁ କର୍ଡନ କରି ତାଙ୍କୁ ଉଦ୍ଧାର କରିଥିଲେ ।

Rajnath Singh
ଚୀନ ସେନାଙ୍କୁ ପଛକୁ ଫେରିବାକୁ ବାଧ୍ୟ କରିଦେଲେ ଭାରତୀୟ ଯବାନ: ରାଜନାଥ ସିଂହ

ଭାରତୀୟ ସେନା ପୁଣି ଥରେ ଏଲ୍‌ଏସିରେ ଚୀନ୍‌ର କ୍ରୁର ଷଡଯନ୍ତ୍ରକୁ ବିଫଳ କରିଦେଇଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ଅଞ୍ଚଳରେ ଭାରତୀୟ ସେନା ଓ ଚୀନ୍ ସେନା ମଧ୍ୟରେ ଜୋରଦାର ସଙ୍ଗର୍ଷ ହୋଇଛି।

India - China
ଅରୁଣାଚଳ ପ୍ରଦେଶ ସୀମାରେ ବଦମାସୀ କଲା ଚୀନ୍‌, ଉତ୍ତମ ମଧ୍ୟମ ଦେଲା ଭାରତ

ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରୁଛି ।

Indian army to deploy kites to capture enemy drones in border areas
ଶତ୍ରୁର ହର୍‌କତ୍ ଉପରେ ରହିବ 'ବାଜ୍ କୀ ନଜର୍'

ପାକିସ୍ତାନ ସୀମାବର୍ତ୍ତି ଅଞ୍ଚଳରେ ବାରମ୍ବାର ଧରାପଡ଼ୁଛି ସନ୍ଦିଗ୍ଧ ଡ୍ରୋନ୍। 

Indian Army
ଭାରତ-ପାକ ସୀମାରେ ଦମ୍ ଦେଖାଇଲେ ବିଏସଏଫ୍ ମହିଳା

ପାକିସ୍ତାନ ପଟୁ ଭାରତର ପଞ୍ଜାବର ଅମ୍ରିତସର ଜିଲ୍ଲା ଚାହାରପୁର ଆଡକୁ ଏକ ଡ୍ରୋନ ଆସୁଥିବା ଦେଖି ଏହି ଦୁଇ ମହିଳା କମାଣ୍ଡର ତାକୁ ଟ୍ରାକ କରିଥିଲେ । ଆଉ ଗୁଳି କରି ଖସାଇ ଦେଇଥିଲେ ।