• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Iifa

Nora fatehi spotted at airport flaunt sizzling look leather dress
Nora Fatehi: ବିମାନବନ୍ଦରରେ ଦେଖାହେଲେ ନୋରା ଫତେହୀ

IIFA ପୁରସ୍କାର ଉତ୍ସବରେ ନୋରା ଫତେହୀ ହଙ୍ଗାମା କରିଥିଲେ। IIFA ରେ ପର୍‌ଫର୍ମାନ୍ସ କରି ଫେରିବା ବେଳେ ନୋରା ଜୟପୁର ଯାଇଥିଲେ। ଏଠାରେ ଅଭିନେତ୍ରୀଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

shahrukh
Stars at IIFA: ଆଇଫାରେ ମେନ୍ ଇନ୍ ବ୍ଲାକ

ଆଇଫା ୱିକେଣ୍ଡ ୨୦୨୫ ଜୟପୁରରେ ଅନୁଷ୍ଠିତ ହେଉଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଠାରୁ ଶାହିଦ କପୁର ପର୍ଯ୍ୟନ୍ତ ଏକାଧିକ ଷ୍ଟାର ବ୍ଲାକ ଆଉଟଫିଟରେ ନଜର ଆସିଥିଲେ।

Urfi Javed's IIFA look gets trolled; dress goes viral
Urfi Javed: IIFAରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ଉର୍ଫି ଜାଭେଦ; ଦେଖନ୍ତୁ ତାଙ୍କ ଲୁକ୍

ଜୟପୁରରେ ଆୟୋଜିତ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର(IIFA) ବିତରଣ ଉତ୍ସବରେ ଅଭିନେତ୍ରୀ-କମ-ମଡେଲ ଉର୍ଫି ଜାଭେଦ ନଜର ଆସିଛନ୍ତି। ଶନିବାର ରାତିରେ ଜୟପୁରରେ IIFA ୨୦୨୫ର ସବୁଜ କାର୍ପେଟ୍‌ରେ ଉର୍ଫି ଜାଭେଦ ଦେଖାଦେଇଛନ୍ତି। ଉର୍ଫିଙ୍କ ସ୍ୱତନ୍ତ୍ର ପୋଷାକ ସମସ୍ତଙ୍କୁ ଆକର୍ଷିତ କରିଛି।

Madhuri Dixit and Shah Rukh Khan dance video out from iifa awards
Shah Rukh-Madhuri: IIFA ପୁରସ୍କାର ମଞ୍ଚକୁ ଜମେଇ ଦେଲେ ଶାହରୁଖ-ମାଧୁରୀ; ଭିଡିଓ ହେଲା ଭାଇରାଲ୍

IIFA ପୁରସ୍କାର ୨୦୨୫ର ମଞ୍ଚରେ ଶାହରୁଖ ଖାନ ଏବଂ ମାଧୁରୀ ଦୀକ୍ଷିତଙ୍କ ପର୍‌ଫର୍ମାନ୍ସକୁ କେବେ ବି ଭୁଲି ହେବ ନାହିଁ। ସୋସିଆଲ୍ ମିଡିଆରେ ହେଉଛି ଏହି ଭିଡିଓ ଭାଇରାଲ୍। ଦେଖନ୍ତୁ…

Shah rukh khan says film industry sways to my fingertips
ଶାହରୁଖ କହିଲେ; 'ମୋ ଉପରେ କେହି ରହିପାରିବେ ନାହିଁ, ମୁଁ ସମସ୍ତ କଳାକାରଙ୍କ ଛାତ'

ଶାହରୁଖ ଖାନ କରଣ ଜୋହରଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଉଥିବାର ନଜର ଆସିଛନ୍ତି। ପ୍ରଶ୍ନର ଉତ୍ତରରେ କିଙ୍ଗ୍‌ ଖାନ କହିଛନ୍ତି ଯେ ତାଙ୍କୁ ନାଚିବାକୁ ଆବଶ୍ୟକ ପଡେ ନାହିଁ, କାରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ଆଙ୍ଗୁଠିରେ ନାଚିଥାଏ।

Iifa 2024 shah rukh khan rani mukerji big win
IIFA 2024 ପୁରସ୍କାର: ବାଜି ମାରିଲେ ରାନୀ ମୁଖାର୍ଜୀ, ଶାହରୁଖ ଖାନ

IIFA 2024 ପୁରସ୍କାର ଉତ୍ସବ ଆବୁଧାବିରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଶାହରୁଖ ଖାନଙ୍କ ତିନୋଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ତାଙ୍କର ଦମଦାର୍ ଅଭିନୟ ପାଇଁ ତାଙ୍କୁ ଗତ ବର୍ଷ ମୁକ୍ତିଲାଭ କରିଥିବା 'ଜବାନ' ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି।

In IIFA Utsavam 2024 aishwarya rai film
IIFA ଉତ୍ସବମ୍‌ରେ ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମର ଦବ୍‌ଦବା; ଜିତିଲା ୫ ଆୱାର୍ଡ

IIFA ଉତ୍ସବମ୍ ୨୦୨୪ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ଦକ୍ଷିଣ ଭାରତୀୟ ଏବଂ ବଲିଉଡ୍‌ ସିନେମାର ସବୁଠାରୁ ବଡ ତାରକାଙ୍କୁ ଏକାଠି ଦେଖିବାକୁ ମିଳିଛି। ସିନେମାର ସବୁଠାରୁ ବଡ ପୁରସ୍କାର ବିତରଣ ଉତ୍ସବର ପ୍ରଥମ ରାତି ପୂରା ଗ୍ଲାମରରେ ଭରପୂର ଥିଲା।

Shah Rukh Khan reacts after Rana Daggubati touches his feet
Viral Video: ଶାହରୁଖଙ୍କ ପାଦ ଛୁଇଁଲେ ରାଣା ଦଗୁବାତୀ; କିଙ୍ଗ୍ ଖାନ ଯାହା କହିଲେ ହସି ହସି ଗଡ଼ିବେ

ଏକ କ୍ଲିପ୍‌ରେ ଶାହରୁଖ ମଜ୍ଜା କରି କହିଛନ୍ତି ଯେ ଆଜିକାଲିର ନୂଆ ପିଢିମାନେ କିପରି ଜଣେ ବରିଷ୍ଠଙ୍କ ପାଦ ଛୁଇଁ ସମ୍ମାନ ଦିଅନ୍ତି। ଏହା ପରେ ଯେତେବେଳେ ରାଣା ଦଗୁବାତୀ ମଞ୍ଚକୁ ଆସନ୍ତି ଶାହରୁଖଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଛନ୍ତି।