/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597511.jpg)
Urfi Javed's IIFA look gets trolled; dress goes viral
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597511.jpg)
1/6
ଉର୍ଫି ଜାଭେଦ୍ ସୋସିଆଲ ମିଡିଆରେ IIFA ୨୦୨୫ରୁ ତାଙ୍କ ଲୁକ୍ ଫଟୋ ଶେୟାର କରିଛନ୍ତି। ଏକ ସ୍ୱତନ୍ତ୍ର ପୋଷାକ ପିନ୍ଧି ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଉର୍ଫି ଯୋଗ ଦେଇଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597539.jpg)
2/6
IIFA ୨୦୨୫ ପାଇଁ ଉର୍ଫି ଜାଭେଦ୍ କଳା ଲମ୍ବା ପୋଷାକ ବାଛିଥିଲେ। ଉର୍ଫି କୌଣସି ଏକ ଡ୍ରାକୁଲା ପୋଷାକ ପରି ଏକ ଆଉଟ୍ଫିଟ୍ ପିନ୍ଧିଥିଲେ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597574.jpg)
3/6
ଏଥିରେ ଉର୍ଫି ହାତ ଖୋଲି ତାଙ୍କ ପୋଷାକକୁ ଧରିଥିବାର ଦେଖାଯାଏ। ତାଙ୍କର ଏହି ଫଟୋ ଦେଖି ଲୋକେ ତାଙ୍କୁ ବାଦୁଡି ବୋଲି କହିବା ଆରମ୍ଭ କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597622.jpg)
4/6
IIFA ୨୦୨୫ ରେଡ୍ କାର୍ପେଟରୁ ସାମ୍ନାକୁ ଆସିଥିବା ଭିଡିଓରେ ଉର୍ଫିଙ୍କ ହଟ୍ ଏବଂ ଷ୍ଟାଇଲିସ୍ ଲୁକ୍ ପ୍ରଶଂସକଙ୍କୁ ପାଗଳ କରୁଛି। କଳା ପୋଷାକରେ ତାଙ୍କ ଏଣ୍ଟ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597657.jpg)
5/6
ଏଥିରୁ ତାଙ୍କର ଆତ୍ମବିଶ୍ୱାସ ଏବଂ ଗ୍ଲାମର ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି, ଯାହା ପ୍ରମାଣ କରେ ଯେ ସେ ଯେକୌଣସି ଢଙ୍ଗରେ ନିଜ ଷ୍ଟାଇଲ୍କୁ ଦେଖେଇବାରେ ମାହିର।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1741597686.jpg)
6/6
ଉର୍ଫିଙ୍କ ଭିଡିଓ ସୋସିଆଲ ମିଡିଆକୁ ଆସିବା ମାତ୍ରେ ପ୍ରଶଂସକମାନେ 'ଫ୍ୟାଶନ କୁଇନ' ଏବଂ 'ଉର୍ଫି ପୁଣି ନିଆଁ ଲଗାଇ ଦେଇଛନ୍ତି' ଭଳି ପ୍ରତିକ୍ରିୟା ଦେଉଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)