• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Hotel South City

Dismissed Constable Prasanna Behera
ବହିଷ୍କୃତ କନଷ୍ଟେବଲ ପ୍ରସନ୍ନଙ୍କ କୋଟି କୋଟି ସମ୍ପତ୍ତି

ବହିଷ୍କୃତ କନେଷ୍ଟବଲ୍ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍‌ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା।

Constable Prasanna Behera
ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌

ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି।

Hotel Southy City
ମନୀଷ ଅନୁରାଗ ହତ୍ୟା ମାମଲା: ଗିରଫ ହେଲେ ପ୍ରସନ୍ନ-ପ୍ରଦ୍ୟୁମ୍ନ

ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଗତକାଲି ୩ ଅଟକ ବ୍ୟକ୍ତିଙ୍କୁ ଗିରଫ ଦର୍ଶାଇଲା ପୋଲିସ ।

South City
ମନିଷ ଅନୁରାଗ ହତ୍ୟା ମାମଲା; IICଙ୍କ ବଦଳି, ବାର ଚଳାଉଥିବା କନେଷ୍ଟବଳ ନିଲମ୍ବିତ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱର ସାଉଥ ସିଟି ବାର୍ ଚଳାଉଥିବା କମିଶନରେଟ୍ ପୋଲିସର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କଲେ ଡିସିପି । 

South City Hotel In Bhubaneswar
ଚର୍ଚ୍ଚାରେ ହୋଟେଲ୍‌ ସାଉଥ୍ ସିଟି: ଉଡୁଥିଲା ଟଙ୍କା, ଅଧ ରାତି ଯାଏ ଜମୁଥିଲା ନାଚଗୀତର ଆସର

ଚର୍ଚ୍ଚାରେ ଭୁବନେଶ୍ୱର ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି। ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ। ଉଡୁଥିଲା ଟଙ୍କା। ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର।