• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Good Story

Girl marries specially able man
ଦୃଷ୍ଟିବାଧିତଙ୍କୁ ଜୀବନସାଥୀ କଲେ ଯୁବତୀ, ସବୁଆଡୁ ପ୍ରଶଂସାର ସୁଅ

ଦିନ ମଜୁରିଆ ଲକ୍ଷ୍ମୀ ଏକ ମହାନ କାମ କରିଛନ୍ତି। ସେ ଚାହିଁଥିଲେ ଜଣେ ଭଲ ଯୁବକଙ୍କୁ ବାହା ହୋଇ ପାରିଥାନ୍ତେ। କିନ୍ତୁ ତାଙ୍କ ପାଖକୁ ପ୍ରସ୍ତାବ ନେଇ ଆସିଥିବା ଦୃଷ୍ଟିବାଧିତ ମିଟୁଙ୍କ ହାତ ଧରିବାକୁ ସେ ନିଷ୍ପତ୍ତି ନେଲେ। ଏହି ମହାନ କାମ ପାଇଁ ତାଙ୍କ ପାଖକୁ ଛୁଟିଛି ପ୍ରଶଂସାର ସୁଅ।

UP woman drives e-rickshaw
ଝିଅ ହେବ ଡାକ୍ତର ମା ଦିନ ରାତି ଭିଡୁଛି ରିକ୍ସା

ଡାକ୍ତର ହେବା ପାଇଁ ପ୍ରବଳ ଟଙ୍କାର ଆବଶ୍ୟକତା ଅଛି। ଟଙ୍କା ଆଗରେ ହାର ମାନିଯିବକି ଏ ମାଆର ସ୍ୱପ୍ନ ଝିଅ ହେବ ଡାକ୍ତର ଦେଶ ସେବା କରିବ । ମାଆ ତା ପାଇଁ ଦିନ ରାତି ଭିଡୁଛି ଇ-ରିକ୍ସା ।

news paper collector
ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ

ହରିଜନ, ଦ ଷ୍ଟେଟସମ୍ୟାନ, ଗଡଜାତ ବିସିନୀ, ଉତ୍କଳ ବାର୍ତ୍ତା, ସମ୍ବଲପୁର ହୈତଷିଣୀ, ଓଡ଼ିଆ ଓ ନବସମ୍ବାଦ, ଗଞ୍ଜାମ, ଜନଶକ୍ତି, ଇଣ୍ଡିପେଣ୍ଡେଣ୍ଟ, 15 ଅଗଷ୍ଟ, ଉତ୍କଳ ଦୀପିକା । ଏମିତି ଆହୁରି କେତେ କଣ । ଶହେ ବର୍ଷରୁ ଅଧିକ ପୁରୁଣା ଖବର କାଗଜକୁ ସାଇତି ରଖିଛନ୍ତି କେନ୍ଦୁଝରର ସୁଜିତ ......

Special story
ମଶାଣି ବନ୍ଧୁଙ୍କ ମହାନତା ! ପ୍ରୟାଗରାଜରେ ହେବ ଅପରିଚିତଙ୍କ ଅସ୍ଥି ବିସର୍ଜନ

କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି ।