Tag: Esic Recruitment

ESIC recruitment 2022
ESICରେ ଖାଲି ପଡିଛି ୩୬୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କର୍ମଚାରୀ ରାଜ୍ୟ ବୀମା ନିଗମ ତଥା ESIC ପକ୍ଷରୁ ୩୬୦୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ‌ଅନଲାଇନରେ ଆବେଦନ କରିପାରିବେ ।