• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Election

Rajasthan Vote
ରାଜସ୍ଥାନ ଭୋଟ: ସକାଳ ୭ଟାରୁ ଆରମ୍ଭ, ସନ୍ଧ୍ୟା ୬ଟା ରେ ଶେଷ

କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜସ୍ଥାନ ବିଧାନସଭା ପାଇଁ ଭୋଟଗ୍ରହଣ ଚାଲିଛି । ଭୋଟରମାନେ ଲମ୍ବାଲାଇନରେ ଠିଆ ହୋଇ ଭୋଟ ଦେଉଛନ୍ତି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

Chattishgarh Election
୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍, ଓଡ଼ିଆଙ୍କୁ ହାତେଇବାକୁ ପ୍ରୟାସ ଜାରି

ଛତିଶଗଡରେ ଆସନ୍ତା ୧୭ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ।

Assembly Election in Chattishgarh
ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ, ସରିଲା ପ୍ରଚାର

ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ସରିଛି ପ୍ରଚାର ।

MP teacher skips poll duty
ବାହା ହେବେ ବୋଲି କଲେନି ଇଲେକ୍ସନ ଡ୍ୟୁଟି, ହେଲେ ସସପେଣ୍ଡ

ଆଗେ ବିବାହ, ପରେ କାର୍ଯ୍ୟ । ଏଭଳି ଦାବି ରଖି ନିଲମ୍ବିତ ହୋଇଛନ୍ତି ଶିକ୍ଷକ ।

general elections
ଆସନ୍ତା ବର୍ଷ ପାକିସ୍ତାନରେ ନିର୍ବାଚନ, ଏକ୍ସ ଯୋଗେ ସୂଚନା ଦେଲେ ରାଷ୍ଟ୍ରପତି

ପାକିସ୍ତାନରେ ଆସନ୍ତା ବର୍ଷ ଫେବୃଆରୀ ୮ରେ ହେବ ସାଧାରଣ ନିର୍ବାଚନ । ଏ ନେଇ ସୋସିଆଲ ମିଡିଆ ଏକ୍ସ ଯୋଗେ ମଧ୍ୟ ପାକିସ୍ତାନ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

Odisha CM not to celebrate his birthday on Monday
ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

West Bengal Political Violence
ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

Odisha Politics, BJD
୬୦ରୁ ଅଧିକ ନେତାଙ୍କୁ ବିଜେଡି ଦେଇସାରିଲାଣି ଟିକଟ ଥୋପ !

ଶେଷ ମୁହୂର୍ତ୍ତରେ ବିଦ୍ରୋହକୁ ପ୍ରଶମିତ କରିବା ପାଇଁ ବିଧାୟକଙ୍କୁ ଆଗୁଆ ଟିକଟ ଥୋପ । ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ଥିବାବେଳେ ଏବେଠୁ ବିଜେଡିରେ ଟିକଟ୍ ପାଇଁ ଗ୍ରୀନ୍ ସିଗନାଲ୍ ମିଳିଥିବା ଚର୍ଚ୍ଚା ହେଉଛି ।

Himachal Pradesh
ହିମାଚଳରେ ମତଦାନ ଆରମ୍ଭ; ମଇଦାନରେ ୪୧୨ ଆଶାୟୀ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ଆଜି ସକାଳ ୮ଟାରେ ଆରମ୍ଭ ହୋଇଛି ମତଦାନ ।

Gujrat Politics
ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍

ଦୁର୍ନୀତି ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ।

Himachal Pradesh
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।

Rajya Sabha Election
ରାଜ୍ୟସଭା ନିର୍ବାଚନ; ରାଜସ୍ଥାନରେ ବିଜେପିକୁ ଝଟକା, ମହାରାଷ୍ଟ୍ର-ହରିୟାଣାରେ ଜିତାପଟ୍

ରାଜସ୍ଥାନରେ ତିନିଟି ଆସନରେ ବାଜି ମାରିଲା କଂଗ୍ରେସ । ବିଜେପି ଖାତାକୁ ଗଲା ଗୋଟିଏ ସିଟ୍ ।

Supreme Court
ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ ! ନିର୍ବାଚନରେ ଓବିସିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା

ନିଜ ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଆଣି ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।

Rajyasabha
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ତାରିଖ

ଜୁନ୍ ୧୦ ତାରିଖରେ ହେବ ଭୋଟ୍ । ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ମେ’ ୩୧ ।

Rajyasabha
୩ ରାଜ୍ୟସଭା ଆସନ ପାଇଁ ତାଲିକାରେ ଅନେକ ହେଭିୱେଟ୍‌ ! ଜାଣନ୍ତୁ ରେସ୍‌ରେ କିଏ ଆଗରେ..

ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ । 

Rajyasabha MP
ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି, ସରୁଛି ଭାସ୍କର ରାଓ-ପ୍ରସନ୍ନ ଆଚାର୍ଯ୍ୟ-ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ

ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ଜୁନ୍ ୧୦ ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି ।

ULB Polls
ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା।

ଜମିଲାଣି ପୌର ଉପାଧ୍ୟକ୍ଷ ନିର୍ବାଚନ ଛକାପଞ୍ଝା । ସଂଖ୍ୟା ଗରିଷ୍ଠତା ନଥିବା ୧୫ ପୌର ପରିଷଦରେ ବିଜେଡି ପାଇଁ ଅଡୁଆ ହୋଇଛି ଅଙ୍କ । ଏଇ ଯେମିତି ଜଗତସିଂହପୁର ଓ ଅନୁଗୁଳ । ଜଗତସିଂହପୁରରେ ପୌରାଧ୍ୟକ୍ଷ ଭୋଟ୍‌ରେ କଂଗ୍ରେସଠାରୁ ଝଟ୍‌କା ଖାଇଥିବା ବିଜେଡି, ଏବେ ଉପାଧ୍ୟକ୍ଷ ପଦ ହାତେଇବାକୁ ଆରମ୍ଭ କରିଛି ରଣନୀତି ।

REBEL_INDIPENDENT_TENSION_
ବିଜେଡ଼ିର ଚିନ୍ତା ବଢାଉଛନ୍ତି କି ରିବେଲ୍‌ କ୍ୟାଣ୍ଡିଡେଟ୍‌? ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି

ବିଜେଡ଼ିର ଚିନ୍ତା ବଢାଉଛନ୍ତି କି ରିବେଲ୍‌ କ୍ୟାଣ୍ଡିଡେଟ୍‌? ଦଳକୁ ଭଲ ପାଉଛନ୍ତି ହେଲେ ସ୍ଥାନୀୟ ନେତୃତ୍ୱକୁ ଚ୍ୟାଲେଞ୍ଜ କରୁଛନ୍ତି

BASTI_VOTER_CRUCIAL_WILL BE GAME CHANGER IN ELECTION
କାଲି ଶେଷ ଦିନ ପ୍ରଚାର, ବସ୍ତି ଭୋଟ୍‌ର ହୋଇ ପାରନ୍ତି ଗେମ୍‌ ଚେଞ୍ଜର

ପୌର ନିର୍ବାଚନ ପାଇଁ କମ୍ପୁଛି ସାରା ରାଜ୍ୟ: କାଲି ଶେଷ ଦିନ ପ୍ରଚାର, ଭୋଟ୍‌ରଙ୍କୁ ମନାଇବା ଲାଗି ନେତାଙ୍କ ଜାରି ରହିଛି ପ୍ରୟାସ

News Fuse । Election Brings Feast For Voters
ଭୋଟ ସିଜନ୍ ଆସିଲେ ଗାଁ କଥା ମନେପଡେ, ଭୋଜି ଦିଅନ୍ତି ନେତା

ସେ କଟକର ବିଧାୟକ ଥିଲେ। ଏବେ ପୁଅକୁ ବିଧାୟକ କରି ମୁହାଁଇଛନ୍ତି କେନ୍ଦ୍ରାପଡା ଆଡେ। ଭୋଟ ବେଳେ ଗାଁକୁ ଯାଇ ଦେଉଛନ୍ତି ଭୋଜି...

Never Won An Election, But Odisha Man Continues To Contest For Last 35 Years
ଏମିତି ପ୍ରାର୍ଥୀଙ୍କୁ ମାନିବାକୁ ପଡ଼ିବ… ୩୫ ବର୍ଷ ହେଲା ହାରୁଛନ୍ତି, କିନ୍ତୁ ମନୋବଳ ହାରି ନାହାଁନ୍ତି

ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।

VOTE
ପୁଣି ବଢ଼ିଲା କଟକଣା ଅବଧି, ହେବନି ରାଲି କି ରୋଡ୍‌ ସୋ

ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।

Voter List
ନୂଆ ଭୋଟର ତାଲିକାରୁ ୩ ଲକ୍ଷ ୪୪ ହଜାର ୯୪୪ ଜଣଙ୍କୁ ବାଦ୍

ରାଜ୍ୟର ସମୁଦାୟ ଭୋଟର ସଂଖ୍ୟା ୩ କୋଟି ୨୯ ଲକ୍ଷ ୮୩ ହଜାର ୬୪୩ । ରାଜ୍ୟରେ ପୁରୁଷ ଭୋଟର ସଂଖ୍ୟା ୧ କୋଟି ୬୭ ଲକ୍ଷ ୯୬ ହଜାର ୬୦୩ ଥିବାବେଳେ ରାଜ୍ୟରେ ମହିଳା ଭୋଟର ସଂଖ୍ୟା ୧ କୋଟି ୬୧ ଲକ୍ଷ ୮୩ ହଜାର ୮୩୫ ।

Civic Polls
ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ

ଏବେ ଆଗକୁ ଅଛି ପୌର ନିର୍ବାଚନ। ତା ପାଇଁ ଅଣ୍ଟା ଭିଡିଲେଣି ସରକାର। ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀଙ୍କ ଭିତରେ ଦେଖା ଦେଲାଣି ଅସନ୍ତୋଷ।