ବୁଢା ବୟସରେ ଟଙ୍କା ପାଇଁ ହଇରାଣ କରୁଥିଲା କୁଳାଙ୍ଗାର ପୁଅ। ଶେଷରେ ଜିଲ୍ଲାପାଳଙ୍କ ନାଁରେ ୨ କୋଟି ଟଙ୍କାର ସମ୍ପତ୍ତି କରିଦେଲେ ବାପା। ଆଉ ତା’ପରେ...
ପୁଅ ବ୍ୟବସାୟ ସମ୍ଭାଳିଲାନି । ଘରେ ବସି ରହିଲା, ବୁଲିଲା । ଆଉ କେବଳ ଦାବି କଲା ସମ୍ପତ୍ତି। ଏଥିରେ ବିରକ୍ତ ହୋଇ ବୁଢ଼ା ବାପା ଜିଲ୍ଲାପାଳଙ୍କ ହାତକୁ ଟେକିଦେଲେ ପ୍ରାୟ ୨ କୋଟିର ସମ୍ପତ୍ତି ।