• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Dhanashree Verma

Yuzi Chahal
Yuzvendra Chahal Divorce: ବାଜିଲା କୋର୍ଟଙ୍କ ମୋହର; ଛାଡ଼ପତ୍ର ପରେ ଧନଶ୍ରୀଙ୍କୁ ଏ‌ତେ କୋଟି ଦେବେ ଚହଲ

ଛାଡ଼ପତ୍ର ପରେ ଚହଲ ଧନଶ୍ରୀଙ୍କୁ ଭରଣପୋଷଣ ବାବଦରେ ୪.୭୫ କୋଟି ଟଙ୍କା ଦେବେ । ମିଳିଥିବା ସୂଚନା ଅନୁଯାୟୀ ଧନଶ୍ରୀଙ୍କୁ ଚହଲ ପ୍ରଥମ କିସ୍ତିରେ ୨.୩୭ କୋଟି ଟଙ୍କା ଦେଇ ସାରିଛନ୍ତି ।

chahal
Yuzvendra Chahal Divorce: ଡିଭୋର୍ସର କାରଣ କହିଲେ ଧନଶ୍ରୀ-ଚହଲ

ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମା ପରସ୍ପରକୁ ଡିଭୋର୍ସ ଦେବାକୁ ଯାଉଛନ୍ତି। ମାମଲା ବର୍ତ୍ତମାନ କୋର୍ଟରେ ରହିଥିବା ବେଳେ ଶୁକ୍ରବାର ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଜଜଙ୍କ ସମ୍ମୁଖରେ ଉଭୟ ବିଚ୍ଛେଦର କାରଣ କହିଛନ୍ତି।

Yuzi chahal
Yuzi Chahal Divorce: ଅଲଗା ହେବେ ଚହଲ-ଧନଶ୍ରୀ, ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ପିନରଙ୍କ ଗୁଗଲି

ଭାରତୀୟ ଦଳର ଲେଗସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦରେ ପରିଣତ ହେବାକୁ ଯାଉଛି। ନିଜେ ଚହଲ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଏହା ସ୍ପଷ୍ଟ କରିଛନ୍ତି। ଏହି ଲେଗସ୍ପିନର ଜଣଙ୍କ ଗୁଗଲୀ ପକାଇବା ସହ ସମସ୍ତଙ୍କୁ ସାମାନ୍ୟ ଭ୍ରମିତ କରି ଦେଇଛନ୍ତି। ଡିଭୋର୍ସକୁ ସ୍ପଷ୍ଟ କରି ନଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ନା ମଧ୍ୟ କହି ନାହାନ୍ତି।

divorced cricketers
Divorced Cricketer: ପାର୍ଟନରଙ୍କୁ ଅଲଗା ହେଇଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ତାରକା ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ଡିଭୋର୍ସ ଖବର ବର୍ତ୍ତମାନ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି। ଉଭୟଙ୍କ ନିକଟତର ବ୍ୟକ୍ତିଙ୍କ ଅନୁଯାୟୀ ଉଭୟ ଅଲଗା ହେବାକୁ ଯାଉଥିବା ବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।