ଓଡ଼ିଶା-ଛତିଶଗଡ଼ ସୀମାନ୍ତ ସୋହେଲା ଲୁହୁରାଚଟିରେ ରହୁଥିବା ରାଜା ଖାନ୍ ପାଖକୁ ଆସିଥିଲା STF।
DGP କହିଥିଲେ ଗୋପାଳ କାହିଁକି ନବ ଦାସଙ୍କୁ ମାରିଲା, ତା କେବଳ ମହାପ୍ରଭୁ ଜଗନ୍ନାଥଙ୍କୁ ଜଣା ।
ବୀରେଶ କୁମାର ଭାୱରାଙ୍କୁ ପଞ୍ଜାବର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। UPSC ତରଫରୁ ସୁପାରିସ କରାଯାଇଥିବା ୩ ବରିଷ୍ଠ IPSଙ୍କ ମଧ୍ୟରୁ ଭାୱରାଙ୍କୁ ନିଯୁକ୍ତି ଦେଇଛନ୍ତି ପଞ୍ଜାବ ସରକାର। ୧୯୮୭ ବ୍ୟାଚର ଅଫିସର ହେଉଛନ୍ତି ଭାୱରା ।
ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।
ନୂଆ ବର୍ଷରେ ନୂଆ ଡିଜିପି । କିଏ ଧରିବେ ରାଜ୍ୟ ପୋଲିସର ମଙ୍ଗ ? ଡିଜିପି ଅଭୟଙ୍କ ଅବସର ବିଜ୍ଞପ୍ତି ପରେ ପାୱାର କରିଡର୍ରେ କଳ୍ପନାଜଳ୍ପନା ।
ନୂଆ ବର୍ଷରେ ଆସିବେ ରାଜ୍ୟର ନୂଆ ଡିଜିପି । ବର୍ତ୍ତମାନର ଡିଜିପି ଅଭୟ ଅବସର ନେବେ । ରାଜ୍ୟର ଡିଜିପି ଚୟନ ବେଳେ ଅନେକ ବିଷୟକୁ ସରକାର ବିଚାରକୁ ନେଇଥାଆନ୍ତି । ଦକ୍ଷତା, ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଥର ସରକାର ବାଛିବେ କାହାକୁ ? ଜାଣନ୍ତୁ ।
ପୋଲିସ ଡିଜି ଅଭୟ ଦିନିକିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। କୋରାପୁଟରେ ପହଞ୍ଚିବା ପରେ ଡିଜିପି ଅଭୟ, ମାଓ ଗତିବିଧି ସହ ଗଞ୍ଜେଇ ଚାଲାଣ ଉପରେ ସମୀକ୍ଷା କରିଥିଲେ।