• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Covid Vaccination Odisha

vaccine
୫ରୁ ୧୧ ବର୍ଷ ପିଲାଙ୍କ ପାଇଁ ଆସୁଛି କରୋନା କବଚ

୫ରୁ ୧୧ ବର୍ଷ ପିଲାଙ୍କୁ ଖୁବ୍ ଶୀଘ୍ର ମିଳିପାରେ କରୋନା କବଚ । ଏଥିପାଇଁ ହାଇଦ୍ରାବାଦର ବାୟଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କର୍ବୋଭ୍ୟାକ୍ସ ଟିକାର ଜରୁରୀ ବ୍ୟବହାର ଅନୁମତି ଲାଗି ଡଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇଙ୍କୁ ସୁପାରିଶ କରିଛି ଏକ୍ସପର୍ଟ କମିଟି । କରୋନାର ଚତୁର୍ଥ ଲହର ଆଶଙ୍କା ଭିତରେ ସ୍କୁଲ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଛୋଟ ପିଲାଙ୍କ ଟିକାକରଣ ଖବର ଆଶ୍ୱସ୍ତି ଆଣିଛି ।

Covid Vaccination Team Detained By Villagers
କରୋନା ଟିକା ଦେବାକୁ ଯାଇ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ ହଟହଟ୍ଟା; ୬ ଘଣ୍ଟା ଅଟକ ରଖିଲେ ଗାଁ ଲୋକେ

କରୋନା ଟିକା ଦେବାକୁ ଯାଇ ହଟହଟ୍ଟା ହେଲେ ଅଙ୍ଗନବାଡ଼ି ଦିଦି ଓ ଆଶାକର୍ମୀ। ଗାଁଲୋକେ ସେମାନଙ୍କୁ ୬ ଘଣ୍ଟା ଅଟକ ରଖିଥିଲେ।

Vaccination for Pregnant Women
ଗର୍ଭବତୀଙ୍କୁ ଟୀକାକରଣ ଆରମ୍ଭ

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।