Advertisment

ଗର୍ଭବତୀଙ୍କୁ ଟୀକାକରଣ ଆରମ୍ଭ

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟୀକାକରଣ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

author-image
Sarbeswar

ରାଜ୍ୟରେ ଆଜିଠୁ ଆରମ୍ଭ ହେଲା ଗର୍ଭବତୀଙ୍କୁ ଟୀକାକରଣ । ଏନେଇ  ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । କୋୱିନ ଆପର ସାଇଟରେ ଗର୍ଭବତୀଙ୍କୁ ଚୀକାକରଣ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କରିପାରିବେ । 

Advertisment
Bhubaneswar Odisha Covid Vaccination Odisha
Advertisment
Advertisment