ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଚେକ୍ ଡ୍ୟାମ୍ ।
ପୁରୁଣା କାମରେ ନୂଆ ବିଲ୍ ! ପୁରୁଣା କାମରେ ନୂଆ କାମ ଦର୍ଶାଇ ବିଲ୍ କରାଯିବା ସହ ସରକାରୀ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି।