Advertisment

Encounter: ‍ବଡ଼ ଏନକାଉଣ୍ଟର, ୧୦ ମାଓବାଦୀ ସଫା

ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

author-image
Manasranjan Mohanty
ENCOUNTER

ENCOUNTER

ଛତିଶଗଡ଼ ଗରିଆବନ୍ଧରେ ମାଓବାଦୀ ନିପାତ ଅଭିଯାନ। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୦ ମାଓବାଦୀ। ଗରିଆବନ୍ଧ ଜିଲ୍ଲା ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ନକ୍ସଲ ଓ ସୁରକ୍ଷାକର୍ମୀ। ଏଥିରେ ୧୦ ଜଣ ନକ୍ସଲ ପ୍ରାଣ ହରାଇଥିବା ସୂଚନା ମିଳିଛି। ମାଓବାଦୀଙ୍କ ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କରର ମୃତ୍ୟୁ ହୋଇଥିବା କୁହାଯାଉଛି। ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

Advertisment
Chattisgarh Maoists Encounter Odisha
Advertisment
Related Articles
Advertisment