ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ଖୁବଶୀଘ୍ର ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାର ହୋଇପାରେ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ । ପଢନ୍ତୁ ପୁରା ଖବର ।
ବାହାନଗା ଟ୍ରାଜେଡିର ଷ୍ଟେସନ ମାଷ୍ଟରଙ୍କୁ ସିବିଆଇ ସମନ ।
ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ରାଲି ଓ ବିକ୍ଷୋଭ