Advertisment

ଆଗଧାଡିରେ ମହିଳା ଯୋଦ୍ଧା

ଅପରେସନ୍‌ ସିନ୍ଦୂର ବେଳେ ସୀମା ଜଗିଥିଲେ ମହିଳା ଯବାନ। ଆଗଧାଡିରେ ଥିଲେ ମହିଳା ଯୋଦ୍ଧା। ଭାରତ ମା’ ପାଇଁ କବଜ ସାଜିଥିଲେ ମା’। ଶତ୍ରୁ ଦେଶ ବିରୋଧରେ ଲଢ଼ି ଦେଇଥିଲେ ମୁହଁତୋଡ ଜବାବ। ବିଏସଏଫର ଗୋଟିଏ ପୋଷ୍ଟକୁ ଲିଡ୍ କରି ପାକିସ୍ତାନ ସେନା ଉପରେ ପ୍ରବଳ ଗୁଳିଗୋଳା ମାଡ଼ କରିଥିଲେ ମହିଳା ଅଧିକାରୀ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ନେହା ଭଣ୍ଡାରୀ । ତାଙ୍କ ସହ ଥିଲେ କନଷ୍ଟେବଲ ମଂଜିତ କୌର, କନଷ୍ଟେବଲ ମଲକିତ କୌର, କନଷ୍ଟେବଲ ଜ୍ୟୌତି, କନଷ୍ଟେବଲ ସାଂପା, କନଷ୍ଟେବଲ ସ୍ବପ୍ନା ଓ ଅନ୍ୟ ମହିଳା ଯୋଦ୍ଧା ।

author-image
Sujit kumar Swain

BSF Jawans BSF
Advertisment
Advertisment