ବିଜେଡି ଛାଡ଼ି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି ।
ଆଜି ରାଜ୍ୟରେ ବ୍ଲକ୍ ଚେୟାରମ୍ୟାନ୍ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍ ଚେୟାରମ୍ୟାନ୍ଙ୍କୁ ବାଛିବେ।