• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bihar

nitish
ବିରୋଧୀଙ୍କ ସହ ସ୍ୱର ମିଳାଇଲେ ନୀତିଶ କୁମାର: ବିଜେପି ପାଇଁ ବଢିପାରେ ଅଡ଼ୁଆ

ପୁଣି ଥରେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚିତ ହୋଇ ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ କହିଛନ୍ତି ଯେ, ପେଗାସସ୍ ମାମଲାରେ ସରକାର ତଦନ୍ତ ନିର୍ଦ୍ଦେଶ ଦେବାର ରହିଛି ଆବଶ୍ୟକତା। ଯାହାକୁ ନେଇ ବର୍ତ୍ତମାନ ସମୟରେ ବିଜେପିର ମୁସ୍କିଲ ବଢିଛି। କୁହାଯାଉଛି ବିରୋଧୀଙ୍କ ସହ ସ୍ୱର ମିଳାଉଛନ୍ତି ନୀତିଶ। ସେ କହିଛନ୍ତି ଯେ, ଟେଲିଫୋନ୍‌ ଟ୍ୟାମ୍ପରିଂ ମାମଲାରେ ଆଲୋଚନା ହେବାର ଆବଶ୍ୟକତା ରହିଛି।

nitish-kumar
ପ୍ରଧାନମନ୍ତ୍ରୀ ହେବା ପାଇଁ ଇଚ୍ଛା ରଖୁଛନ୍ତି କି ନୀତିଶ କୁମାର?

ଉପେନ୍ଦ୍ର ବର୍ତ୍ତମାନ ସମୟରେ, ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। ଆଜି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖୁଥିବା ସମୟରେ ସେ ଏପରି କହିଛନ୍ତି। ଉପେନ୍ଦ୍ର କହିଛନ୍ତି, ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ। ଆଉ ସେହି ପ୍ରାର୍ଥୀଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

corona vaccine
ଟିକା ନେବା ପାଇଁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ : ଜୀବନ ବଞ୍ଚାଇ ଘଟଣାସ୍ଥଳରୁ ଛୁ ମାରିଲେ ସ୍ୱାସ୍ଥ୍ୟକର୍ମୀ

ମଙ୍ଗଳବାର ଦିନ ସୀତାମଢ଼ି ଜିଲ୍ଲାର ଭାଟୋଲିଆ ଗାଁର ମଧ୍ୟମ ବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପ୍ରଥମେ କରୋନା ଟିକା ନେବା ପାଇଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯେଉଁଥିରେ ଅନ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସକୁ ସୂଚନା ଦିଆଯାଇଥିଲା ।

chirag
ରାମବିଳାସଙ୍କ ଜୟନ୍ତୀରୁ LJP ନେତା ଚିରାଗ ପାଶୱାନ୍‌ଙ୍କ ଆଶୀର୍ବାଦ ଯାତ୍ରା

ନୂଆଦିଲ୍ଲୀ: ନିଜ ପିତା ତଥା ସ୍ୱର୍ଗତ ରାମବିଳାସ ପାଶୱାନଙ୍କ ଜୟନ୍ତୀରେ LJP ନେତା ଚିରାଗ ପାଶୱାନ୍ ବିହାରରୁ ଆରମ୍ଭ କରିଛନ୍ତି ଆଶୀର୍ବାଦ ଯାତ୍ରା । ଆଜି ଚିରାଗ ପାଶୱାନ୍ ପାଟନା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀଙ୍କ ତରଫରୁ ବିପୁଳ…

vaccine
ସିରିଞ୍ଜରେ ନଥିଲା କରୋନା ଭ୍ୟାକ୍ସିନ୍ : ଯୁବକଙ୍କୁ ଖାଲି ଛୁଂଚି ଫୋଡ଼ିଦେଲେ ସ୍ୱାସ୍ଥ୍ୟକର୍ମୀ

ପାଟନା : ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । ଏବେ ଟିକାକରଣ ମାମଲାରେ ଦେଶ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ କମ ସମୟରେ ଲୋକେ…