• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bihar

Nitish Kumar
ନୂଆ ସରକାର ଗଠନ ପାଇଁ ନୀତୀଶଙ୍କ ଦାବି, ସଂଧ୍ୟାରେ ନୀତୀଶଙ୍କ ସହ ୮ ଜଣ ମନ୍ତ୍ରୀ ନେବେ ଶପଥ

ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ମଧ୍ୟ ଆଜି ସଂନ୍ଧ୍ୟାରେ ଶପଥ ନେବେ। JDU ଓ ବିଜେପିରୁ ୩ ଜଣ ଲେଖାଏଁ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ।

IPS Reshuffle
ବିହାର ରାଜନୀତିରେ କଂପନ, ରାତାରାତି ବଦଳିଲେ ୭୯ IPS

ବିହାରରେ ହଟଚମଟ ଭିତରେ ବିହାରରେ ୭୯ ଆଇପିଏସ ଅଧିକାରୀଙ୍କ ବଦଳି କରାଯାଇଛି । ୭୯ ଆଇପିଏସଙ୍କ ସହ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କ ବଦଳି କରାଯାଇଛି ।

Nitish may return to NDA
ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଡେଇଁ ପାରନ୍ତି ନୀତୀଶ

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Nitish may return to NDA
ବିହାର ରାଜନୀତିରେ କଂପନ, ମହାଗଠବନ୍ଧନ ଛାଡ଼ି ପୁଣି NDAକୁ ଡେଇଁ ପାରନ୍ତି ନୀତୀଶ

ବିହାର ବିଧାନସଭାରେ ୨୪୩ ଆସନ ମଧ୍ୟରୁ ଆରଜେଡର ଏବେ ୭୯ ବିଧାୟକ ଅଛନ୍ତି। ବିଜେପିର ବିଧାୟକଙ୍କ ସଂଖ୍ୟା ୭୮ ହୋଇଥିବା ବେଳେ ଜେଡିୟୁ ୪୫, କଂଗ୍ରେସ ୧୯, ବାମମେଣ୍ଟ ୧୬, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତିନ ମାଞ୍ଝିଙ୍କ HAMର ୫ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Nitish Kumar
ବିହାର ରାଜଭବନରେ ନୀତୀଶ କୁମାର, ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗିପାରେ ସରକାର !

କୁହାଯାଉଛି କି ନୀତୀଶ କୁମାର ଏବେ ସରକାର ଭାଙ୍ଗିବେନି। ବରଂ ବିଜେପିର ସମର୍ଥନରେ ସରକାର ରହିବ। ପରେ ବିଧାନସଭା ଭାଙ୍ଗି ନୂଆ ନିର୍ବାଚନ କରାଯିବ।

Nitish Kumar
ବିହାର ରାଜନୀତିରେ ହଟଚମଟ, ପୁଣି ଥରେ ବିଜେପି ସହ ମେଣ୍ଟ କରିପାରନ୍ତି ନୀତୀଶ !

ଏସବୁ ଚର୍ଚ୍ଚା ଭିତରେ ଆଜିର ଏକ ଦୃଶ୍ୟ ଏହି ଚର୍ଚ୍ଚାକୁ ଅଧିକ ଖୋରାକ୍ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବସିବା ପାଇଁ ମଞ୍ଚରେ ପାଖାପାଖି ଚୌକି ପଡିଥିଲା। କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପଡ଼ିଥିବା ଚୌକିରେ ନ ବସି ଅନ୍ୟ ଆସନ ଛାଡ଼ି ବସିଥିଲେ।

Cyber Fraud
ସାଇବର ଲୁଟେରାଙ୍କ ନୂଆ ଫନ୍ଦି...ମହିଳାଙ୍କୁ ପ୍ରେଗନାଣ୍ଟ କଲେ ମିଳିବ ୧୩ ଲକ୍ଷ ଟଙ୍କା !

ଏହି ଠକମାନେ କହିଥିଲେ, ଯଦି ସେମାନେ ମହିଳାମାନଙ୍କୁ ଗର୍ଭବତୀ କରନ୍ତି ତେବେ ସେମାନଙ୍କୁ ୧୩ ଲକ୍ଷ ଟଙ୍କା ମିଳିବ। କିନ୍ତୁ ଯଦି ସେମାନେ ଗର୍ଭବତୀ ନ କରିପାରନ୍ତି ତେବେ ସେମାନଙ୍କୁ ସାନ୍ତ୍ୱନା ମୂଳକ ଭାବରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

Train Coach Accident
ପ୍ଲେନ୍ ପରେ ଟ୍ରେନ୍, ମଝି ରାସ୍ତାରେ ଫସିଗଲା ଟ୍ରେନ୍ ବଗି

ବଗିଟି ସମ୍ପୂର୍ଣ୍ଣ ଅଚଳ ହୋଇଯିବା ପରେ ଏହାକୁ କବାଡ଼ି ଆକାରରେ ଚାଲାଣ କରାଯାଉଥିଲା । ହେଲେ ଭାଗଲପୁର ସହରର ଉଲଟା ପୋଲ ଛକ ନିକଟରେ ଦୁର୍ଘଟଣା ଘଟିଛି।

Airplane gets stuck under overbridge
ଓଭରବ୍ରିଜ୍ ତଳେ ଫସିଲା ବିମାନ, ସେଲଫି ଉଠାଇଲେ ସ୍ଥାନୀୟ ଲୋକ

ସ୍କ୍ରାପ୍‌ ବିମାନଟି ଓଭର ବ୍ରିଜ୍‌ ତଳେ ଫସିବା ପରେ କିଛି ସମୟ ପାଇଁ ଘଟଣାସ୍ଥଳରେ ଟ୍ରାଫିକ୍‌ ଜାମ୍‌ ଭଳି ସ୍ଥିତି ଉପୁଜିଥିଲା। ଏହାପରେ ପୋଲିସ୍‌ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍କ୍ରାପ୍‌ ବିମାନଟିକୁ ଓଭର ବ୍ରିଜ୍‌ ତଳୁ ବାହାର କରାଯାଇଥିଲା।

School Student
ବାହାରେ କିଏ କଲା ସୌଚ ? ୨୫ ଛାତ୍ରୀଙ୍କ ହାତରେ ଶିକ୍ଷକ ଢ଼ାଳିଲେ ଗରମ ତେଲ...

ସବୁଠାରୁ ବଡ଼ କଥା ହେଲା ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୨୫ ଛାତ୍ରୀଙ୍କୁ ଏଭଳି ନିଷ୍ଠୁର ଭାବେ ନିର୍ଯାତନା ଦିଆଯାଇଛି ।

Bihar Teacher Abducted
ଶିକ୍ଷକଙ୍କୁ କଲେ କିଡନାପ୍‌; ମୁଣ୍ତରେ ବନ୍ଧୁକ ଲଗାଇ ବେଦିରେ ବସେଇଲେ

ନିକଟରେ BPSC ବିହାରରେ ଶିକ୍ଷକଙ୍କୁ ନିଯୁକ୍ତି ଦେଇଥିଲା। ଏଥିରେ ଗୌତମ ମଧ୍ୟ ନୂଆ କରି ଶିକ୍ଷକ ଚାକିରି ପାଇଥିଲେ। ଘଟଣା ଦିନ ଗୌତମ ସ୍କୁଲରେ ପହଞ୍ଚିବା ପରେ ତାଙ୍କୁ ଅପହରଣ କରଯାଇଥିଲା।

Reservations Bill
ବିହାରର ଐତିହାସିକ ନିଷ୍ପତ୍ତି; ଜାତିଗତ ସଂରକ୍ଷଣ ସୀମା ୬୫% କୁ ବୃଦ୍ଧି

ବିହାରର ନୂଆ ନିୟମ ଅନୁସାରେ SCଙ୍କୁ ମିଳିବ ୨୦ ପ୍ରତିଶତ ସଂରକ୍ଷଣ, ଓବିସି ଓ ଇବିସିଙ୍କୁ ମିଳିବ ୪୩ ପ୍ରତିଶତ ଓ STଙ୍କୁ ମିଳିବ ୨ ପ୍ରତିଶତ ସଂରକ୍ଷଣ ।

North East Express
ପୁଣି ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣା; ୨୧ ବଗି ଲାଇନ୍‌ଚ୍ୟୁତ

ଟ୍ରାକରୁ ବାହାରିଗଲା ଟ୍ରେନ୍ ବଗି । ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୩ଟି ବଗି ଲାଇନ୍ ଚ୍ୟୁତ ହୋଇଛି ।

tragic incident
ବିହାରରେ ବଡ଼ ଅଘଟଣ : ଡଙ୍ଗା ବୁଡି ୧୮ ଛାତ୍ର ନିଖୋଜ

ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା

Boy Stuck In Borewell
୪୦ ଫୁଟ୍‌ ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ଶିବମ୍‌

ବିହାର ନାଳନ୍ଦାର କୁଲ ଗାଁରେ ଅଘଟଣ। ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି ତିନି ବର୍ଷର ଶିଶୁ ଶିବମ।

Momo Challenge
ଥରକେ ଖାଇଦେଲେ ୧୫୦ ମୋମୋ; ଛଟପଟ ହୋଇ ଚାଲିଗଲା ଜୀବନ

ମହଙ୍ଗା ପଡିଲା ମୋମୋ ଚ୍ୟାଲେ‌ଞ୍ଜ । ଅତ୍ୟଧିକ ମୋମୋ ଖାଇବାରୁ ଜୀବନ ହାରିଲେ ଯୁବକ ।

Bihar news
ବର ଲୁଚାଉଥିଲା ଚନ୍ଦାମୁଣ୍ଡ, କନ୍ୟାପକ୍ଷ ଜାଣିବା ପରେ ବର୍ଷିଲା ମାଡ଼ ଆଉ ଗାଳି

ବରକୁ ଚନ୍ଦା ଅବସ୍ଥାରେ ଦେଖି କନ୍ୟା ଘର ପକ୍ଷ ଲୋକ ରାଗି ଯାଇଥିଲେ । କାହିଁକି ଏ କଥା ଲୁଚାଯାଇଥିଲା ବୋଲି ପ୍ରଶ୍ନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

Husband  burnt alive wife
୨ମାସର ଶିଶୁ ସହ ପତ୍ନୀକୁ ଜୀଅନ୍ତା ଜାଳିଦେଲେ ଯବାନ

ମୃତ ମହିଳା ୩୦ ବର୍ଷିୟ ସୋନାଲ ପ୍ରିୟା ଏବଂ ତାଙ୍କର ଦୁଇ ମାସର ପୁଅ ଅଖତାମ ରୂପ ବୋଲି ଜଣାପଡିଛି । ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଖୋଜୁଛି ।

Gun Fight
ଛାତରୁ ଗଣ୍ଡଗୋଳର ଭିଡିଓ କରୁଥିଲେ ଆଶିଷ; ଫୁଟିଲା ଗୁଳି, ଚାଲିଗଲା ଜୀବନ ! ଦେଖନ୍ତୁ ଭିଡିଓ...

ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍‌ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । 

Railway Line
ରେଳ ଇଞ୍ଜିନ-ରାସ୍ତା-ବ୍ରିଜ୍‌ ଚୋରି ପରେ ଏବେ ଦୁଇ କିଲୋମିଟର ରେଳ ଲାଇନ୍‌ ଚୋରି

ଏମିତିକି ଏଥିରେ କୌଣସି ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରାଯାଉଛି । ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା କୁହାଯାଉଛି ।

Jail  Resturant
ଜେଲ୍ ରେଷ୍ଟୁରାଣ୍ଟ; ଏଠି ମନପସନ୍ଦର ଖାଦ୍ୟ ସାଙ୍ଗକୁ ମିଳେ ସିନେମାର ମଜା

ଯେଉଁଠାରେ କୌଣସି ପାର୍ଟି କିମ୍ବା ବିବାହ ଭୋଜି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଏ ।

Exam
ପରୀକ୍ଷା ଦେବାକୁ ଛାତ୍ରୀମାନେ ଲୁହା ଗେଟ୍‌ ଡେଇଁ ଯାଉଛନ୍ତି.. ହେଲେ କାହିଁକି..?

ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

2 km long road stolen and sown with wheat crops
ଅଜବ ଅପରାଧ : ରାତାରାତି ଚୋରି ହୋଇଗଲା ୨ କିମି ରାସ୍ତା

ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…

Nitish Kumar
ବିହାର ରାଜନୀତି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର

ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।

Bihar train
ଯାତ୍ରୀବାହୀ ଟ୍ରେନ୍‌ରେ ଲାଗିଲା ନିଆଁ, ହେଲେ ଜଣାପଡ଼ିନି କାରଣ.. ଦେଖନ୍ତୁ ଭିଡିଓ

ନିଆଁ ଲାଗିବାର କାରଣ ଅସ୍ଫଷ୍ଟ ରହିଥିବା ବେଳେ ଘଟଣାଟିରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।