• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Berhampur

berhampur
ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଥରେ ପୋଲିସର ଏନ୍‌କାଉଣ୍ଟର। ସଦର ଥାନା ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଏବଂ ଅପରାଧୀ ମଧ୍ୟରେ ମୁହାଁମୁହିଁ। ଝାଡ଼ାଙ୍କୁଲି ଅଞ୍ଚଳରେ ପୋଲିସ ଉପରକୁ ବୋମାମାଡ଼ କରିଥିଲା ଦୁର୍ଦ୍ଦାନ୍ତ ଅପରାଧି ମୋହନ ରାଓ। ତେବେ ଏହାର ଜବାବ ଦେଇଥିଲେ ସଦର ଥାନା ପୋଲିସ। ଏହି ଏନ୍‌କାଉଣ୍ଟରରେ ମୋହନର ୨ ଗୋଡ଼ରେ ଗୁଳି ବାଜିଛି। ଆହତ ଅବସ୍ଥାରେ ମୋହନକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟର ବେଳେ ଆହତ ହୋଇଛନ୍ତି ସଦର ଥାନା ଆଇଆଇସି ଓ ଏସ୍‌ଆଇ। […]

ipl beting
ଆଇପିଏଲ୍ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର : ବ୍ରହ୍ମପୁରରେ ଆଇପିଏଲ ବେଟିଂ ବେଳେ ସାଢ଼େ ୭ ଲକ୍ଷ ଟଙ୍କା ଜବତ। ଏହି ଘଟଣାରେ ପୋଲିସ ତିନି ଜଣ ଦଲାଲଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ବିଟେକ୍ ଛାତ୍ର ଥିବା ପୋଲିସ କହିଛି। ମୋବାଇଲ ଆପ୍ ଜରିଆରେ ଏହି ବେଟିଂ ଚାଲିଥିବା ସୂଚନା ପାଇ ପୋଲିସ ଗତକାଲି ଗେଟ୍ ବଜାର ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଚଢ଼ାଉ କରିଥିଲା। ତେବେ ଟଙ୍କା କାରବାର କରୁଥିବା ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ […]

fire
ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ

ବ୍ରହ୍ମପୁର: ୫୦ ବଖରା ପୋଡି ପାଉଁଶ।  ଗଂଜାମ ଜିଲ୍ଲା ଭଞ୍ଜନଗର ବରପାଲି ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।  ଅଗ୍ନିକାଣ୍ଡରେ ସାହିର ପ୍ରାୟ ୫୦ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ୪୦ ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ତେବେ ଗାଁରେ ହିଂସାକାଣ୍ଡ ଘଟିବା ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି।

berhampur
ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁଣି ଏନ୍‌କାଉଣ୍ଟର। ରମ୍ଭା ଅଞ୍ଚଳରେ ଗଞ୍ଜାମ ପୋଲିସ୍‌ର ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୋଷ ବେହେରା ଆହତ ହୋଇଛି। ସନ୍ତୋଷର ୨ଟି ଆଣ୍ଠୁରେ ବାଜିଛି ଗୁଳି। ତାକୁ ଚିକିତ୍ସା ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତା ନିକଟରୁ ପିସ୍ତଲ, ଅଫୁଟା ଗୁଳି, ବାଇକ ଜବତ ହୋଇଛି।  ଆଜି ଭୋର ୪ଟାରେ ଏହି ଏନ୍‌କାଉଣ୍ଟର ହୋଇଛି। ଧରାପଡିଥିବା ଅପରାଧୀ ସନ୍ତୋଷ ନାଁରେ ୧୬ଟି ମାମଲା ରହିଥିବା ନେଇ ସୂଚନା ମିଳିଛି। ସନ୍ତୋଷର ଘର ରମ୍ଭା […]

petrol
ବ୍ରହ୍ମପୁରରେ ପେଟ୍ରୋଲ ପମ୍ପ ବନ୍ଦକୁ ମାଲିକଙ୍କ ସମର୍ଥନ

ବ୍ରହ୍ମପୁର : ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପେଟ୍ରୋଲ ପମ୍ପ ବନ୍ଦକୁ କିଛି ପେଟ୍ରୋଲ ପମ୍ପ ମାଲିକଙ୍କ ସମର୍ଥନ। ଗତକାଲି ଦୁଇଟି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଜି ଆଉ କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବିନା ହେଲମେଟରେ ପେଟ୍ରୋଲ ନଦେବାକୁ ନିକଟରେ ବ୍ରହ୍ମପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହାପରେ ମଧ୍ୟ କିଛି ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ପେଟ୍ରୋଲ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶରେ ଅବମାନନା କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ଟି […]

evacuation officer
ଫେଲ୍ ମାରିଲା ସୂଚନା,ରାସ୍ତା ମଝିରେ ହଟହଟା ହେଲେ ଅବକାରୀ ଅଧିକାରୀ

ବ୍ରହ୍ମପୁରରୁ ଗଞ୍ଜେଇ ଆସୁଥବା ଭାବି ଏକ ଗାଡ଼ିକୁ ଅଟକାଇ ତଲାସୀ କରିଥିଲେ ଅବକାରୀ ଟିମ୍ । କୋରାପୁଟରୁ ଦିଗପହଣ୍ଡି ରାସ୍ତା ଦେଇ ଆସୁଥିବା ଏକ ସ୍କର୍ପିଓକୁ ଅବକାରୀ ଟିମ୍ ଫାଷ୍ଟ ଗେଟ୍‌ ନିକଟରେ ଅଟକାଇ ଥିଲେ।

Wood Jagannath Mandir
କାଠରେ ନିର୍ମାଣ ହୋଇଛି ଶ୍ରୀମନ୍ଦିର, ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଦେବାକୁ ଇଚ୍ଛା ରଖିଛନ୍ତି କାରିଗର

ଛୋଟ ଛୋଟ କାଠ ଟୁକୁରାରେ ତିଆରି ହୋଇଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର। ଚତୁପାର୍ଶ୍ୱରେ ଘେରି ରହିଛି ମେଘନାଦ ପ୍ରାଚୀର। ଆଉ ଭିତରେ ସ୍ନାନ ବେଦୀ ଠାରୁ ଆରମ୍ଭ କରି ଆଡପ ମଣ୍ଡପ, ଚକ୍ରତୀର୍ଥ, ପାର୍ଶ୍ୱ ଦେବତା ଓ ଅନ୍ୟମନ୍ଦିର, ତା ସହ ମନ୍ଦିର ସମ୍ମୁଖରେ ରହିଛି ଅରୁଣ ସ୍ତମ୍ଭ। ଆଉ ପତିତଙ୍କ ଦର୍ଶନ ପାଇଁ ରହିଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୧ ମିମି ଉଚ୍ଚତାର ପତିତପାବନ ମୂର୍ତ୍ତି

Capture 12
୩ ଶହ କ୍ୱିଣ୍ଟାଲରୁ ଅଧିକ ପରିମାଣର ଗଞ୍ଜେଇ ଜବତ, କେଉଁଠୁ ଆସିଲା ବଡ଼ ପ୍ରଶ୍ନ..

ଗଂଜାମ ପାଟପୁରରୁ ଜବତ ହୋଇଛି ୩ ଶହ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ପାଟପୁର ଖପରାଗଣ୍ଡ ଗାଁରୁ ଜବତ ହୋଇଛି ୩ ହଜାର ୧୫୬ କିଲୋ ଗଞ୍ଜେଇ । ଗାଁର ଏକ ନିର୍ଦ୍ଦିଷ୍ଟ ଘରେ ଏହି ଗଞ୍ଜେଇକୁ ଆଣି ପ୍ୟାକିଂ ହେଉଥିଲା…