• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Berhampur

Tapaswini-Sumit
ପଦାକୁ ଗୋଡ଼ କାଢ଼ିଛି, ମୁଁ ଲଢ଼େଇ କରିବି

ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?

Berhmapur Marriage Case
ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପୁଣି ଛୁଟି ଆବେଦନ କଲେ ସୁମିତ୍

ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି। 

Tapaswini and Sumit
କୋର୍ଟରେ ପିଟିସନ୍ ଦାଏର କଲେ ତପସ୍ୱିନୀ

ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି। 

Marital Discord  |  I am Clueless About My Husband\'s Whereabouts, Says Berhampur Bride
କୋର୍ଟକୁ ଯିବେ ତପସ୍ୱିନୀ

ତପସ୍ୱିନୀଙ୍କୁ କିଛି ନ କହି ୪ ଦିନ ହେଲାଣି କୁଆଡ଼େ ପଳେଇଛନ୍ତି ଡକ୍ଟର ସୁମିତ୍। ଫେରିବେ କି ନାହିଁ କିଛି ସୂଚନା ନାହିଁ.. ସ୍ୱାମୀଙ୍କ ହରାଇବାର ଭୟରେ କୋର୍ଟଙ୍କୁ ଗୁହାରି ଜଣାଇବେ ତପସ୍ୱିନୀ..

Sumit and Tapaswini
ଓକିଲ କହିଲେ- କୁଆଡ଼େ ଯାଇନାହାନ୍ତି, ଅସୁସ୍ଥତାରୁ ବନ୍ଧୁ ଘରେ ଅଛନ୍ତି

ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍‌ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।

Berhampur Marital Dispute
ଆସ୍କା ଗେଷ୍ଟହାଉସ୍‌ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ

ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...

SDJM Court May Hear On Berhmapur Couple Case Today
ଯୋଡୀ ହୋଇରହିବେ କି ତପସ୍ୱନୀ ସୁମିତ୍ ?

ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।

Tapaswini and Sumit
ସରିଲା ବ୍ରହ୍ମପୁରର ଦମ୍ପତିଙ୍କ ୭ ଦିନିଆ ମହଲତ: ଆଜି ଏସଡିଜେଏମ୍ କୋର୍ଟରେ ହୋଇପାରେ ଶୁଣାଣି

ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ।

police conduct flag march
ଜବରଦଖଲ ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଢେଲାପଥର ମାଡ଼, ପୋଲିସର ଲାଠି ଚାର୍ଜ

ଉତ୍ତ୍ୟକ୍ତ ଲୋକେ ଏନ୍‌ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।

Cyclone Jawad |LIVE Updates From Berhampur  | Ganjam
ପୁରା ପ୍ରସ୍ତୁତ ଅଛି ପ୍ରଶାସନ

ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା

berhampur bride
"ସାତ ଜନ୍ମର ସମ୍ପର୍କ ତିଆରି କରିବା ପାଇଁ ସାତଦିନର ସମୟ"

ସ୍ୱାମୀଙ୍କ ସହ ରହିବା ପାଇଁ ପଣ କରିଥିବା ତପସ୍ୱିନୀଙ୍କ କଠୋର ତପସ୍ୟାର ଅନ୍ତ ଘଟିଲା। ଶେଷରେ ଫଳବତୀ ହେଲେ ତପସ୍ୱିନୀ। ସ୍ୱାମୀ ସହ ସମ୍ପର୍କ ସୁଧାରିବା ପାଇଁ ତାଙ୍କୁ ମିଳିଲା ୭ଦିନ। ଗୋଟିଏ ଛାତ ତଳେ ଏକାଠି ରହିବେ ତପସ୍ବିନୀ ଓ ସ୍ୱାମୀ ସୁମିତ ।

bride on dharana
ଗେଷ୍ଟ ହାଉସ୍ ବାହାରେ ତପସ୍ବିନୀ ଓ ସୁମିତଙ୍କୁ ଜଗିରହିଛି ଆସିକା ପୋଲିସ

ତପସ୍ବିନୀ ଓ ସୁମିତଙ୍କୁ ସପ୍ତାହେ ଏକାଠି ରହିବାକୁ ପରାମର୍ଶ ଦେଲେ କୋର୍ଟI କୋର୍ଟଙ୍କ ପରାମର୍ଶ ପରେ ଆସ୍କା ଚିନିକଳ ଗେଷ୍ଟ ହାଉସ୍ରେ ତପସ୍ବିନୀ ଓ ସୁମିତI ଗେଷ୍ଟ ହାଉସ୍ ବାହାରେ ତପସ୍ବିନୀ ଓ ସୁମିତଙ୍କୁ ଜଗିରହିଛି ଆସିକା ପୋଲିସI ୭ଦିନ ପରେ ପୁଣି ମାମଲାର ବିଚାର କରିବେ ବ୍ରହ୍ମପୁର SDJM କୋର୍ଟ

Woman On Dharna In Berhampur- Court Asks Couple To Stay Together For 7 Days
ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ

ଭଡ଼ା ଘରେ ସାତ ଦିନ ରହିବେ ସୁମୀତ ଓ ତପସ୍ୱିନୀ : ଏକାଠି ରହିବେ, କାହାକୁ ଭେଟିବେ ନାହିଁ ଦମ୍ପତି

tapaswini and sumit
୭ ଦିନ ସାଙ୍ଗ ହୋଇ ରହିବେ ତପସ୍ୱିନୀ-ସୁମିତ

୭ ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତକୁ କୋର୍ଟ ବାରଣ କରିଛନ୍ତି। ୭ ଦିନ ପରେ ପୁଣି କୋର୍ଟରେ ହେବ ମାମଲାର ଶୁଣାଣି ହେବ।

Man Scuffles With Media During Vigilance Raid On Constable\'s House In Berhampur
କନଷ୍ଟେବଲଙ୍କ ଘରେ ରେଡ୍, ବାଟ ଓଗାଳିଲେ ପୁଅ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..

Berhampur Man Cheats Aquaintances Of A Whopping Rs 4 Crore By Forging Documents
ଜାଲ୍ କାଗଜ ପତ୍ରରେ ୪ କୋଟି ଠକେଇ

ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।

Berhampur Marital Discord
ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ସ୍ଥାନୀୟ ଲୋକ; କହିଲେ- ବୋହୂକୁ ଆପଣେଇ ନିଅ

ଚାରି ଦିନ ହେଲା ଥମୁନି ଚର୍ଚ୍ଚା। ବ୍ରହ୍ମପୁର ବ୍ରହ୍ମାନଗରରେ ଶ୍ୱଶୁର ଘର ଆଗରେ ସେମିତି ଧାରଣାରେ ବସିଛନ୍ତି ତପସ୍ୱିନୀ। ଆଜି ମାର୍ଗଶୀର ମାସ ପ୍ରଥମ ଗୁରୁବାର ଥିବା ବେଳେ ଘର ଆଗରେ ମାଣ ବସାଇ ପୂଜା କରିଛନ୍ତି ତପସ୍ୱିନୀ। ସେପଟେ ଆପୋଷ ବୁଝାମଣା କରି ସ୍ୱାମୀ-ସ୍ତ୍ରୀ ଏକାଠି ରୁହନ୍ତୁ ବୋଲି ସ୍ଥାନୀୟ ବାସିନ୍ଦା ମତ ଦେଇଛନ୍ତି।

Odisha Berhampur Gurubar
ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ 

ଶାଶୂ ଘର ଖୋଲିଲେ ନାହିଁ ଦୁଆର, ପାହାଚ ଉପରେ ବସିଲେ ବୋହୂ । ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜିଲେ । ଦେଖନ୍ତୁ କେମିତି ଗୁରୁବାର ବ୍ରଦ ପାଳନ କରୁଛନ୍ତି ତପସ୍ୱିନୀ ।

No End To Brahma Nagar Marriage Drama Case
ସୁମିତ ମାନିଲେ ତପସ୍ୱିନୀ ତାଙ୍କର ହିଁ ସ୍ତ୍ରୀ

ଦିନ ଗଡୁଛି, ବିବାଦ ବଢୁଛି। ୩ ଦିନ ହେଲା ଥମୁନି ଚର୍ଚ୍ଚା। ନିଜକୁ ବୋହୁ ଦାବି କରି ଘର ଆଗରେ ସେମିତି ବସି ରହିଛନ୍ତି ତପସ୍ୱିନୀ। ହେଲେ ଆଜି ସାମ୍ନାକୁ ଆସିଛି ଘଟଣା ପଛର ଅସଲ କଥା। କ୍ୟାମେରା ସାମ୍ନାରେ ତପସ୍ୱିନୀଙ୍କୁ ସ୍ତ୍ରୀ ବୋଲି ମାନିଛନ୍ତି ଡାକ୍ତର ସୁମିତ କୁମାର ସାହୁ।

Bride Dharana In front of Groom's House In Berhampur
ଧାରଣାରେ ବସିଥିବା ନବବିବାହିତାଙ୍କ ବାପା, ଭାଇଙ୍କୁ ଉଠାଇନେଲା ପୋଲିସ

ତେବେ ଉଭୟଙ୍କୁ କେଉଁଠିକୁ ଓ କାହିଁକି ନିଆଗଲା ସେ ସମ୍ପର୍କରେ ଜଣାପଡ଼ିନି। ଗତକାଲିଠୁ ଯୁବତୀ ଜଣକ ଜଣେ ଯୁବକଙ୍କୁ ନିଜ ସ୍ୱାମୀ ଦାବି କରି ଧାରଣାରେ ବସିଛନ୍ତି।  

Bride On Protest In Front Of Groom\'s House In Berhampur
ଶଶ୍ୱୁର,ଶାଶୁ ଦେଢସୁର ଟର୍ଚର କରୁଛନ୍ତି, ସ୍ୱାମୀ କାନ୍ଦୁଛନ୍ତି

ମୋ ବାହାଘର ୨ ବର୍ଷ ହେଲାଣି । ଶଶ୍ୱୁର, ଶାଶୁ ଦେଢସୁର ମୋତେ ବହୁତ ଟର୍ଚର କରିଛନ୍ତି । ମୋ ସ୍ୱାମୀଙ୍କୁ ବତେଇ ଶିଖେଇ ରଖିଛନ୍ତି । ମୋ ସ୍ୱାମୀ ବହୁତ ଭଲ, ମୋତେ ବାଡେଇଲେ ସେ କାନ୍ଦନ୍ତି ...।

Woman Stages Dharna
ଧୋକା ଦେବା ପରେ ବର ଘରେ କନ୍ୟାର ଧାରଣା

ଡାକ୍ତର ଡିମ୍ପଲ ଓ ଡାକ୍ତର ସସ୍ମିତଙ୍କ ସାହାନାଇ ବାଜିବାର ଥିଲା। ସେଥିପାଇଁ ଡାକ୍ତର ଡିମ୍ପଲ କନ୍ୟା ବେଶରେ ସଜେଇ ହୋଇଥିଲେ। ହେଲେ ନିର୍ଦ୍ଧାରିତ ସମୟ ଭିତରେ କନ୍ୟା ଘରେ ପହଞ୍ଚି ନଥିଲା ବର।

6 Juveniles Escape From Child Care Home In Berhampur
ବାଳ ସୁଧାର ଗୃହରୁ ୬ ଚମ୍ପଟ

ବାଳ ସୁଧାର ଗୃହରୁ ୬ ଚମ୍ପଟ । ବ୍ରହ୍ମପୁର ବାଳ ସୁଧାର ଗୃହରୁ ଆସିଛି ଏ ଖବର । ସୁଧାର ଗୃହର ଝରକା ରେଲିଂ ତାଡ଼ି ଭୋର ୪ଟାରୁ ଚମ୍ପଟ ୬ ଜଣ ।

Special Story | Berhampur Boy ‘Ranappa’ Dances To The India Books Of Records
୧୩ ମିନିଟ ରଣପା ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କଲା ୭ ବର୍ଷର ପିଲା

ଲୋକକଳା ରଣପାରେ ଦୀର୍ଘ ୧୩ ମିନିଟ ନାଚି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ କରିଛନ୍ତି ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ୭ବର୍ଷର ବାଳକ ବିଭାସ ସାହୁ। ଦେଖନ୍ତୁ ଏହି କୁନି ପିଲାର ରଣପା ନାଚ...

Mob Gheraoes Odisha Assembly Speaker, Berhampur MP In Ganjam
ସାଂସଦ ଓ ବାଚସ୍ପତିଙ୍କୁ ଘେରିଗଲେ ଗାଁ ଲୋକେ

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଓ ବାଚସ୍ପତି ସୂର୍ଯ୍ୟ ପାଚ୍ରଙ୍କୁ ଘେରିଗଲେ ଗ୍ରାମବାସୀ.. ମଙ୍ଗଳବାର ଦିଗପହଣ୍ଡି ବ୍ଲକ ସିଏଚ୍ ଟିକରପଡା ଗାଁରେ ସ୍ମାର୍ଟ କ୍ଲାସ୍ ଏବଂ ମିଶନ ଶକ୍ତି କୋଠା ଉଦଘାଟନ କରିବାକୁ ଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା.. ୨ ଘଣ୍ଟାରୁ ଅଧିକ ସମୟ ଧରି ବାଚସ୍ପତି ଏବଂ ସାଂସଦଙ୍କୁ ଗାଁ ଭିତରକୁ ଛାଡ଼ି ନ ଥିଲେ ଲୋକେ.. ଗାଁର ଗରୀବଙ୍କୁ ସହାୟତା ନାହିଁ, ଗାଁକୁ ରାସ୍ତା ନାହିଁ ଏଥିପାଇଁ ଅସନ୍ତୋଷ ଜନତା ଘେରାଉ କରିଥିଲେ..