ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ
ଟ୍ରାଫିକ୍ ସମସ୍ୟା କମାଇବାକୁ ୭ କୋଟି ଟଙ୍କା ବ୍ୟୟରେ ବସଷ୍ଟାଣ୍ଡ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ୨୦୧୬ ଠୁ ଆଜିଯାଏଁ ଗୋଟିଏ ବସ୍ ବି ଯାଇନାହିଁ ନୂଆ ଷ୍ଟାଣ୍ଡକୁ । ନିଜ ଜିଦ୍ରେ ଅଟଳ ଘରୋଇ ବସ୍ ମାଲିକ ସଂଘ । ସେପଟେ ନୂଆ ବସଷ୍ଟାଣ୍ଡର ଅବସ୍ଥା ପୂରା ବେହାଲ।
ଇଏ କହୁଛି ପୁଅ ମୋର, ସିଏ କହୁଛି ପୁଅ ମୋର । ଏବେ ଥାନାରେ ଯାଇ ପହଞ୍ଚିଲାଣି ମାମଲା । ୪ ବର୍ଷ ପରେ ମାଆର ମନେପଡିଲା ପୁଅର କଥା
ସେ ଜଣେ ଜୁଡିସିଆଲ୍ ସିନିୟର କ୍ଲର୍କ.. କିନ୍ତୁ ତାଙ୍କୁ ପିଲାଟି ଦିନରୁ କଏନ ସଂଗ୍ରହ କରିବା ନିଶା ରହିଛି.. ୩୧୦ରୁ ଉର୍ଦ୍ଧ୍ୱ ପ୍ରକାର କଏନ୍ ସଂଗ୍ରହ କରି ସେ ଓଏମ୍ଜି ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି।
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍ । ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ, ବିବାଦ ପରେ ପଦରୁ ବିଦା କଲା ବିଜୁ ଛାତ୍ର ଜନତା ଦଳ..
ଆମେ ସମସ୍ତେ କେଦାରନାଥ ଯାଇଥୁଲି, ହଠାତ୍ ଦୁର୍ଘଟଣା ହେଲା। ଆମକୁ ସମସ୍ତେ ଫୋନ୍ କରୁଥିଲେ, ଆମେ ବଡ଼ କଷ୍ଟରେ ଫେରିଲୁ। ଶୁଣନ୍ତୁ କେଦାରନାଥରୁ ଫେରିଥିବା ଯାତ୍ରୀମାନେ କେମିତି କହୁଛନ୍ତି ସେଦିନର ସେଇ ଭୟଙ୍କର କାହାଣୀ
ବ୍ରହ୍ମପୁର ଜଗଦଳପୁରରେ ପୋକରା ଛତୁଆ ବଣ୍ଟାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଉପଜିଲ୍ଲାପାଳଙ୍କ ଅଫିସରେ ଅଭିଯୋଗ କଲେ ଲୋକେ….
ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ହୋଇଥିଲା ହେଲିକପ୍ଟର ବନ୍ଦୋବସ୍ତ । ଏଯାବତ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମିଳିଲା ସୂଚନା ।
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।
ଏଇଟା ଆହାର କେନ୍ଦ୍ର ନା ଆଉ କଣ? ମଣିଷ ଯେଉଁଠି ଖାଉଛନ୍ତି ସେଇଠି ଯାଇ ହମା ହମା କରି ଖାଉଛି ଗାଇ...ନାରଣରେ ଏଇଟା ନୂଆ ଯୋଜନା, ତୁ ଜାଣିନୁ ବୋଧହୁଏ...
ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୁମିତ୍। ସୁମିତଙ୍କ ଘରେ ତପସ୍ୱିନୀ ରହିବାସ ସହ ମାସିକ ୧୭ ହଜାର ଟଙ୍କା ଦେବାକୁ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହାକୁ ଚ୍ୟାଲେଞ୍ଜ କରି ସୁମିତ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅବସର ପରେ ସମସ୍ତଙ୍କ ପାଇଁ ସାଜିଛନ୍ତି ଗୁରୁ । ସେନାରେ ନୁଯୁକ୍ତି ପାଇଁ ଯୁବକଯୁବତୀଙ୍କୁ ଦେଉଛନ୍ତି ଟ୍ରେନିଂ । ବ୍ରହ୍ମପୁର ଫିଜିକାଲ୍ ଏକାଡେମୀ ପ୍ରତିଷ୍ଠା କରି ଆଗ୍ରହୀ ଯୁବଶକ୍ତିଙ୍କୁ ସେନା ପାଇଁ ଶାରିରୀକ ଭାବେ ପ୍ରସ୍ତୁତ କରାଇବାରେ ଲାଗିପଡ଼ିଛନ୍ତି ସୀମାଞ୍ଚଳ ।
ବ୍ରହ୍ମପୁରରେ ଜଣେ ପୂର୍ବତନ ସେନା ଯବାନ ସୀମାଞ୍ଚଳ ବାରିକଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଛି ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହେଲେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ
ପୁଣି ଚର୍ଚ୍ଚାରେ ତପସ୍ୱିନୀ-ସୁମିତ୍ ବିବାଦ.. କିଛି ଦିନ ହେଲା ଢେଙ୍କାନାଳରୁ ରୀତିମତ ତପସ୍ୱିନୀଙ୍କୁ କଲ୍ ଆସୁଥିବା ସେ କହିଛନ୍ତି.. ତେବେ କିଏ କରୁଛି ତପସ୍ୱିନୀଙ୍କୁ କଲ୍? କଲ୍ କରି କଣ ସବୁ କହୁଛି ?
ଆଜି କୋର୍ଟ ରାୟ ଦେଇଛନ୍ତି ଯେ, ସୁମିତ୍ ତପସ୍ୱିନୀଙ୍କୁ ଭଡ଼ା ଘରେ ରଖିବେ। ଆଉ ଏହା ପରେ ଆଜି ଏବେ ସୁମିତଙ୍କ ଘର ଆଗରେ ହଙ୍ଗାମା। ସୁମିତଙ୍କ ଘରର ଗେଟ୍ ଭାଙ୍ଗି ମହିଳା ପଶିଯାଇଛନ୍ତି ଭିତରେ। ଦେଖନ୍ତୁ ଦୃଶ୍ୟ।
ଯଦି ସେ ଅଡିଓ ଦେଇପାରିଲେ ତେବେ ଭିଡିଓ ଦେଲେନାହିଁ କାହିଁକି? ଦେହ ଖରାପ ଅଛି ବୋଲି କହି ସେ ଛୁଟି ନେଇଛନ୍ତି। ବାସ୍ତବରେ ସେ ଅସୁସ୍ଥ ଅଛନ୍ତି ନା ତପସ୍ୱିନୀଙ୍କୁ ଠକିବାକୁ ଏମିତି କରିଛନ୍ତି?
ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି।
ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।
ତପସ୍ୱିନୀଙ୍କୁ କିଛି ନ କହି ୪ ଦିନ ହେଲାଣି କୁଆଡ଼େ ପଳେଇଛନ୍ତି ଡକ୍ଟର ସୁମିତ୍। ଫେରିବେ କି ନାହିଁ କିଛି ସୂଚନା ନାହିଁ.. ସ୍ୱାମୀଙ୍କ ହରାଇବାର ଭୟରେ କୋର୍ଟଙ୍କୁ ଗୁହାରି ଜଣାଇବେ ତପସ୍ୱିନୀ..
ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।
ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...
ବ୍ରହ୍ମପୁରର ଦମ୍ପତି ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀଙ୍କ ମାମଲାର ଆଜି SDJM କୋର୍ଟରେ ଶୁଣାଣି ହୋଇପାରେ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଉଭୟ ଆସ୍କାରେ ଏକ ଘରେ ୭ ଦିନ ପାଇଁ ରହିଥିଲେ ।
ଗତ ଡିସେମ୍ବର ୨ ତାରିଖରେ ବ୍ରହ୍ମପୁରରେ ନବବଧୂ ତପସ୍ୱିନୀଙ୍କର ଶ୍ୱଶୁର ଘର ଆଗରେ ଧାରଣା ମାମଲାରେ ବ୍ରହ୍ମପୁର SDJMଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ। ସଂପର୍କ ଯୋଡ଼ିବାକୁ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କୁ ୭ ଦିନ ସମୟ ଦେଇଥିଲେ କୋର୍ଟ।
ଉତ୍ତ୍ୟକ୍ତ ଲୋକେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡକୁ ଆକ୍ରମଣ କରିଥିଲେ। ଏପରିକି ଉଚ୍ଛେଦ କରୁଥିବା ଜେସିବିକୁ ଭଙ୍ଗାରୁଜା କରିଥିଲେ।
ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା