• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ayushman Bharat Pradhan Mantri Jan Arogya Yojana

Odisha government playing double standard game on Ayushmaan Bharat Scheme
ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ କିନ୍ତୁ ଇନ୍ସ୍ୟୁରାନ୍ସକୁ କାହିଁକି ଅମଙ୍ଗ ରାଜ୍ୟ ସରକାର ?

ଆୟୁଷ୍ମାନ ଭାରତ ଆକାଉଣ୍ଟକୁ ହଁ, ଇନ୍ସୁରାନ୍ସକୁ ନା। BSKYକୁ ପ୍ରୋତ୍ସାହନ, ଭାରତ ଜନ ଆରୋଗ୍ୟ ଯୋଜନା ବେଳକୁ ଚୁପ୍। ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଡବଲ୍ ଷ୍ଟାଣ୍ଡାର୍ଡ ଖେଳୁଛନ୍ତି କି ରାଜ୍ୟ ସରକାର? ପ୍ରଧାନମନ୍ତ୍ରୀଙ୍କଠୁ ନେଇ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଅନ୍ୟନ୍ୟ ମନ୍ତ୍ରୀଙ୍କ ବହୁବାର ଅନୁରୋଧ ସତ୍ତ୍ୱେ, ୪ ବର୍ଷ ହେଲା ଯୋଜନାରେ ସାମିଲ ହୋଇନାହାନ୍ତି ରାଜ୍ୟବାସୀ, ଯାହାକୁ ନେଇ ବିବାଦ ଉଠିଛି, ରାଜନୀତି ବି ଚାଲିଛି। ଏଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଭେଟିଛନ୍ତି।