ନୂଆଦିଲ୍ଲୀ; ଦିଲ୍ଲୀରେ ପଶୁଙ୍କ ଠାରୁ କରୋନା ସଂକ୍ରମିତଙ୍କୁ ହୀନ ବ୍ୟବହାର କରାଯାଉଛି। ଦିଲ୍ଲୀରେ ଅଳିଆ ଗଦାରୁ ଏକ ମୃତଦେହ ମିଳିବା ପରେ ଆଜି ଏଭଳି ଢଙ୍ଗରେ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାସହ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ଦିଲ୍ଲୀ ସରକାରଙ୍କ ଉପରେ ଭର୍ତ୍ସନା କରିଛନ୍ତି କୋର୍ଟ। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କାହିଁକି କରୋନା ଟେଷ୍ଟିଂ କମିଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯେତେବେଳେ କି ତାମିଲନାଡ଼ୁରେ ପ୍ରତିଦିନ […]
ଦେଶରେ ଲଗାତାର ଭାବରେ କମୁଛି ସଂକ୍ରମଣ। ଆଉ ଏହାରି ମଧ୍ୟରେ ଧୀରେ ଧୀରେ ରାଜ୍ୟ ଗୁଡ଼ିକ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଉଛନ୍ତି। ତେବେ ଦିଲ୍ଲୀରେ ମଧ୍ୟ ସ୍କୁଲ ଖୋଲିବା ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଥିବା ନେଇ ଜଣାପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ କହିଛନ୍ତି, ସ୍କୁଲ ଖୋଲିବା ନେଇ ଆମେ ଅନେକ ବୈଠକ କରିଛୁ
ନୂଆଦିଲ୍ଲୀ: ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ଦୁର୍ନୀତି ନିବାରଣ ବ୍ୟୁରୋ। କେଜ୍ରିୱାଲଙ୍କ ଶଳା ସୁରେନ୍ଦ୍ର ବଂଶଲଙ୍କ ପୁଅ ବିନୟ ବଂଶଲଙ୍କୁ ଗିରଫ କରିଛି ଦିଲ୍ଳୀ ସରକାରଙ୍କ ଏସିବି। ପୂର୍ତ୍ତ ବିଭାଗରେ ଜାଲ୍ ବିଲ୍ ଦେଇ ଟଙ୍କା ହାତେଇଥିବା ଅଭିଯୋଗରେ ବିନୟ ଗିରଫ ହୋଇଛନ୍ତି। ବିଭିନ୍ନ ଟେଣ୍ଡରରେ ଫେକ୍ ବିଲ୍ ଦେଇଥିଲେ ବିନୟ। ଏପରିକି ତାଙ୍କ ନାଁରେ ଥିବା କମ୍ପାନୀ ମଧ୍ୟ ଫେକ୍ ବୋଲି ଅଭିଯୋଗ ହୋଇଛି। ପୂର୍ବରୁ ବିନୟଙ୍କ ନାଁରେ ଭିଜିଲାନ୍ସ ପକ୍ଷରୁ […]
ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହର ସହ ମୁକାବିଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଦିଲ୍ଲୀ ସରକାର । ଏହି କ୍ରମରେ ୫ ହଜାର ଯୁବକ/ଯୁବତୀଙ୍କୁ ସ୍ୱାସ୍ଥ୍ୟ ସହାୟକା ଭାବେ ପ୍ରଶିକ୍ଷଣ ଦେବେ ବୋଲି ସ୍ଥିର କରିଛନ୍ତି ସରକାର । ଆଗକୁ ଦେଶରେ…
ନୂଆଦିଲ୍ଲୀ: କୋଭିଡ୍ ମୁକାବିଲାରେ ନିୟୋଜିତ ସମ୍ମୁଖ କର୍ମୀଙ୍କ ଲାଗି କ୍ରାସ୍ କୋର୍ସ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୮ ତାରିଖ ସକାଳ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଭିଡିଓ…