• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Animals

Hental Trees
ହେନ୍ତାଳ ବଣ କମାଇଲା ବିପତ୍ତି-କ୍ଷୟକ୍ଷତି, ସୁରକ୍ଷିତ ଅଛନ୍ତି ଜୀବଜନ୍ତୁ: ବନ୍ୟପ୍ରାଣୀ ପିସିସିଏଫ୍

ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

 pet dog
ଗୁଲୁପାପାର ମୃତ୍ୟୁ ପରେ…

ଆଉ ଆଜିକୁ ଗୁଲୁ ପାପାର ମୃତ୍ୟୁକୁ ସାତ ଦିନ ପୁରିଛି। ମହାପାତ୍ର ପରିବାର ବ୍ରାହ୍ମଣ ଭୋଜନ, ସ୍ମୃତି ସଭା କରିବା ସହ ଖବର କାଗଜ ରେ ବିଜ୍ଞାପନ ଦେଇ ଗୁଲୁ ପାପାଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି। ଯାହା ସମାଜକୁ ପ୍ରାଣୀ ପ୍ରେମର ଗୋଟିଏ ନୂଆ ବାର୍ତ୍ତା ଦେଇଛି

Gullupa
କୁକୁର ପାଇଁ ସ୍ମୃତିସଭା, ମାଲିକ ଦେଲେ ବ୍ରାହ୍ମଣ ଭୋଜନ

୨୦୧୧ ଜାନୁୟାରୀ ୨୭ ତାରିଖ । ୧୨ ବର୍ଷ ତଳର କଥା । ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଲାବ୍ରାଡର୍ ପ୍ରଜାତିର ଏହି କୁକୁରକୁ ଛୁଆ ଅବସ୍ଥାରେ ଆଣିଥିଲେ ବ୍ୟବସାୟୀ ଚନ୍ଦ୍ରଶେଖର । ସ୍ନେହ ସରାଗ ଦେଇ ବଢ଼ାଇଲେ, ଆପଣାର କଲେ । ଶ୍ରଦ୍ଧାରେ ତା ନାଁ ରଖିଥିଲେ ଗୁଲୁପାପା । ମଣିଷ ସିନା ନଥିଲା ସେ, ହେଲେ ମଣିଷଠୁ କିଛି କମ୍ ଦାୟିତ୍ୱ ନିଭାଉନଥିଲା ।

birds
ପକ୍ଷୀଙ୍କ ପାଇଁ ଜଳଛତ୍ର

ଖରା ବଢୁଛି,ତାଳ ଦେଇ ତାତି ବି ବଢୁଛି । ଅସହ୍ୟ ହେଲାଣି ଗରମ, ତାତିରେ ଅତିଷ୍ଠ ଜୀବଜଗତ । ସେଥିରୁ ପଶୁପକ୍ଷୀ ମାନେ ବାଦ୍‌ ପଡ଼ିବେ ବା କେମିତି? ବାଲେଶ୍ୱର ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଯେଉଁ ନୂଆ ପ୍ରୟାସ କରିଛନ୍ତି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ।

Jungle Thakurani
ବନ କର୍ମଚାରୀଙ୍କ ଅଗାଢ଼ ବିଶ୍ୱାସ : ଜଙ୍ଗଲ ଜଗିଛନ୍ତି ମାଆ

କୁଳଡିହାର ଘଂଚ ଅଭୟାରଣ୍ୟ ଭିତରେ ବିରାଜମାନ ମାଆ ପାଟ ମୁଣ୍ଡେଇ । ଯାହାଙ୍କ ପାଇଁ ବର୍ଷକରେ ଦିନଟିଏ ଅଭୟାରଣ୍ୟ ଆଇନ ବି ଫିକା ପଡ଼ିଯାଏ । ବର୍ଷ ତମାମ ଅଭୟାରଣ୍ୟକୁ ପ୍ରବେଶ ପାଇଁ ବିଭାଗର ଅନୁମତି ଆବଶ୍ୟକ ପଡିଥାଏ