ରିପୋର୍ଟ ଅନୁଯାୟୀ, ଅମିର ଖାନଙ୍କୁ ପ୍ରଥମ ଏପିସୋଡରେ ଦେଖିବାକୁ ମିଳିବ । ସେ ତାଙ୍କର ଆଗାମୀ ଫିଲ୍ମ ଲାଲ ସିଂ ଚଡ୍ଡାକୁ ପ୍ରମୋଟ୍ କରିବାକୁ ଆସୁଛନ୍ତି ।
ଦୀର୍ଘଦିନ ପରେ ଟିଭି ଦୁନିଆକୁ ଫେରୁଛନ୍ତି ଆମିର୍ ଖାନ୍। ଏହାର ପ୍ରୋମୋ ଭିଡିଓ ଦେଖିବା ପରେ ପ୍ରଶଂସକଙ୍କ ଉତ୍ସାହ ଆକାଶଛୁଆଁ ହୋଇଛି। ଜାଣନ୍ତୁ କୋଉ ଶୋ’ରେ, କେବେ ଆସିବେ ନଜର।
ପ୍ରଥମ ପ୍ରେମକୁ ବାଣ୍ଟିଲେ ଅମୀର। ନିଜ ପାଖରେ ଯେତେବେଳେ ପ୍ରେମିକା ବିଦେଶ ଚାଲିଗଲେ ଅମୀର ପାଗଳ ହୋଇଯାଇଥିଲେ। ପୁଣି କ’ଣ ହେଲା ଜାଣନ୍ତୁ…
୩ଟି ଅବସ୍ଥା, ୩ଟି ଅନ୍ଦାଜ ଏବଂ ୩ଟି ଲୁକ୍ସ ଗୋଟିଏ ଫିଲ୍ମରେ। ଲାଲ୍ ସିଂ ଭାବେ ନଜର ଆସିଥିବା ଆମୀର ଛୋଟ ବେଳୁ ଠିକ୍ରେ ଚାଲି ପାରୁ ନାହାନ୍ତି, ମାନସିକ ସ୍ତରରେ ବି ଦୁର୍ବଳ। ସ୍କୁଲ ଓ ବନ୍ଧୁଙ୍କ ପାଖରୁ ପ୍ରତ୍ୟାଖିତ ହୋଇଥିବା ପିଲା କିନ୍ତୁ ସଂଘର୍ଷ କରିବାକୁ ଭୁଲିନି।
ପ୍ରଥମ କି ଦ୍ୱିତୀୟ ନୁହେଁ, ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଏହି ନାମକରା ଅଭିନେତା। ଅପକମିଙ୍ଗ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ ରିଲିଜ୍ ପରେ ଏମିତି ଘୋଷଣା କରି ପାରନ୍ତି ଅମିର ଖାନ। ତେବେ କିଏ ସେହି ଷ୍ଟାର, ଏବେ ହିଁ ଜାଣନ୍ତୁ...
ଫିଲ୍ମ ସହ ଅମୀର ଖାନ କୁଆଡେ ତୃତୀୟ ବିବାହକୁ ନେଇ ବ୍ୟସ୍ତ ଥିବା କୁହାଯାଉଛି । ଫିଲ୍ମ ରିଲିଜ ପରେ ସେ ନିଜ ତୃତୀୟ ବିବାହ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଫିଲ୍ମ ରିଲିଜରେ ଯେମିତି କିଛି ବାଧା ନ ଆସେ ସେଥିପାଇଁ ଅମୀର ଏବେ ବିବାହକୁ ନେଇ ଘୋଷଣା କରୁ ନାହାନ୍ତି ବୋଲି ଶୁଣାଯାଉଛି
ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’କୁ ପୂରିଛି ୨୫ ବର୍ଷ। ଫିଲ୍ମର କିଛି ସ୍ମୃତିକୁ ମନେପକେଇ କରିସ୍ମା କପୁର ଏହାର କିଛି ସିକ୍ରେଟ୍ ଶେୟାର କରିଛନ୍ତି।
ଆମିର ଖାନ୍ଙ୍କ ବିଜ୍ଞାପନକୁ ନେଇ ଉଠିଛି ବିବାଦ । ନିକଟରେ ବଲିଉଡ ଅଭିନେତା ଅମିର ଖାନ୍ ଏକ ବିଜ୍ଞାପନରେ ନଜର ଆସିଥିଲେ । ଟାୟାର କମ୍ପାନୀ ସିଏଟ୍ ଲିମିଟେଡ୍ର ଦ୍ୱାରା ପ୍ରକାଶିତ ଏହି ବିଜ୍ଞାପନକୁ ନେଇ ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଆପତ୍ତି ଉଠାଇଛନ୍ତି ।