ଆଜିକାଲି ସବୁ ଅନ୍ଲାଇନ୍ରେ ଚାଲିଛି। ଭିକାରୀମାନେ ବା କାହିଁକି ଏଥିରେ ପଛରେ ପଡିବେ। ସେମାନେ ଆଉ ଖରାରେ ନ ବୁଲି ଘରେ ବସି ଅନ୍ଲାଇନ୍ରେ ମାଗି ନେଉଛନ୍ତି ଭିକ୍ଷା। ଚିନ୍ତାରେ ସରକାର…
ହାତରେ ନୁହେଁ QR CODEରେ ଭିକ ମାଗୁଛନ୍ତି ଭିକାରୀ । ବିହାର ବେତିୟା ଷ୍ଟେସନ୍ରେ ବୁଲୁଛନ୍ତି ଡିଜିଟାଲ୍ ଭିକାରୀ । ବାର କୋଡ୍ ସ୍କାନ୍ କରି ଭିକ ଦେଉଛନ୍ତି ଲୋକେ ।