/odishatv-khabar/media/media_files/2026/01/27/pakistan-2026-01-27-10-38-22.jpg)
Pakistan Photograph: (OTV)
ଆଇସିସି T-20 ବିଶ୍ବକପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ସାମିଲ ହେବନି କି ପାକିସ୍ତାନ ? ପାକିସ୍ତାନ T-20 ବିଶ୍ବକପ ଭାଗ ନେବା ନେଇ ନିଷ୍ପତ୍ତି ନେବାରେ ବିଳମ୍ବ, ଏଭଳି ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମହସିନ ନକଭି, ପାକ୍ ପ୍ରଧାନମନ୍ତ୍ରୀ ମହମ୍ମଦ ସେହବାଜ ସରିଫଙ୍କୁ ସାକ୍ଷାତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଥିବା ପିସିବି ଅଧ୍ୟକ୍ଷ ଏକ୍ସରେ ସୂଚନା ଦେଇଛନ୍ତି।
ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ଓ ବାଂଲାଦେଶ ପ୍ରସଙ୍ଗ ନେଇ ଉଭୟ ଆଲୋଚନା କରିଛନ୍ତି। ତେବେ ସେମାନଙ୍କ ଭିତରେ ଏଭଳି ସାକ୍ଷାତ ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନର ଉପସ୍ଥିତି କିମ୍ବା ଅନୁପସ୍ଥିତି ଉପରେ କିଛି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ଆଶଙ୍କା ସୃଷ୍ଟି କରୁଛି। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ, ଭାଗ ନେବ କି ନାହିଁ, ତାହା ଆସନ୍ତା ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଆଇସିସିକୁ ଜଣାଇବ ବୋଲି ସମୟ ନେଇଥିବାରୁ ଏବେ ଏ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ହୋଇଛି।...
T-20 ବିଶ୍ବକପରୁ ଓହରିଯିବ କି ପାକିସ୍ତାନ କ୍ରିକେଟ୍ ଟିମ୍ ?
ଆଇସିସି T-20 ବିଶ୍ବକପ୍ ଟୁର୍ଣ୍ଣାମେଣ୍ଟର ସାମିଲ ହେବନି କି ଦଳ ?
ଭାରତରେ ମ୍ୟାଚ୍ ନଖେଳିବାକୁ ବାଂଲାଦେଶ ଭଳି ନେବ କି ନିଷ୍ପତ୍ତି ?
ଟୁର୍ଣ୍ଣାମେଣ୍ଟରେ ସାମିଲ ହେବ କି ନାହିଁ, ନିଷ୍ପତ୍ତି ପାଇଁ ମାଗିଲା ସମୟ
ଶୁକ୍ରବାର କିମ୍ବା ସୋମବାର ସୁଦ୍ଧା ଜଣାଇବ କହିଲା ପାକ୍ କ୍ରିକେଟ୍ ବୋର୍ଡ
ପ୍ରସଙ୍ଗରେ ଆଲୋଚନା କଲେ ସେହବାଜ ସରିଫ ଓ ମହସିନ ନକଭି
Kalinga Lancers Lift HIL Trophy Again: କଳିଙ୍ଗ ଲାନ୍ସର୍ସ ମଥାରେ ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ ତାଜ୍, ପ୍ରଥମ ଦଳ ଭାବେ ଦୁଇ ଦୁଇ ଥର ଟାଇଟଲ୍ ହାତେଇଲା

Daily Horoscope 27th January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 27th January 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)