/odishatv-khabar/media/media_files/2026/01/27/panchang-2026-01-27-09-33-50.jpg)
Panchang Photograph: (OTV)
ଆଜିର ପଞ୍ଚାଙ୍ଗ
ସୈାର ମକର ମାସ ମାଘ ଶୁକ୍ଳପକ୍ଷ । ଇଂରାଜୀ ତାରିଖ ୨୭ ମଙ୍ଗଳବାର ।
ଚନ୍ଦ୍ର – ମେଷ ଦିବା ୦୪.୪୪ ଗତେ ବୃଷ
ତିଥି - ୯ମୀ ସନ୍ଧ୍ୟା ୦୭.୦୫ ଗତେ ୧୦ମୀ
ଘାତଚନ୍ଦ୍ର – ମେଷ ରାଶିର , ଦିବା ୦୪.୪୪ ଗତେ ବିଛା ରାଶିର
ଘାତବାର – ମକର ରାଶିର
ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୧୧.୦୮ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ –
ଦିବା – ୦୯.୧୩ ରୁ ୧୦.୫୨
ଦିବା – ୦୧.୦୫ ରୁ ୦୧.୨୨
ଦିବା – ୦୪.୦୮ ରୁ ୦୪.୪୭
ସନ୍ଧ୍ୟା – ୦୫.୩୧ ରୁ ୦୬.୨୩
ରାତ୍ରି – ୦୮.୫୮ ରୁ ୧୧.୩୩
ରାତ୍ରି – ୦୨.୦୮ ରୁ ୦୩.୫୧
ଅଶୁଭ ସମୟ -
ରାହୁକାଳ – ଦିବା ୦୨.୪୫ ରୁ ୦୪.୦୮
କାଳବେଳା – ଦିବା ୦୧.୨୨ ରୁ ୦୨.୪୫
ବାରବେଳା – ପ୍ରାତଃ ୦୭.୫୦ ରୁ ୦୯.୧୩
କାଳରାତ୍ରି - ସନ୍ଧ୍ୟା ୦୭.୦୮ ରୁ ୦୮.୪୫
Advertisment
Advertisment


Related Articles
Luxury Cars to Cost Less in India? ଭାରତରେ ଶସ୍ତା ହେବ ବିଦେଶୀ କାର୍, କୋଟିଏ ଟଙ୍କାର ଗାଡ଼ିରେ ୨୫ରୁ ୩୦ ଲକ୍ଷ ହ୍ରାସ ସମ୍ଭାବନା
POSTED

Violence Erupts: ବିଚ୍ ବଜାରରେ ପରିବା ବିକାଳିଙ୍କୁ ହାଣିଲେ ଦୁର୍ବୃତ୍ତ, ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ
POSTED

Tina Dabi’s Unusual Salute Sparks Debate: ଟିନା ଡାବିଙ୍କ ଏହା କି ପ୍ରକାରର ସାଲ୍ୟୁଟ୍... ସାଧାରଣତନ୍ତ୍ର ଦିବସ ପାଳନର ଭିଡିଓ ଭାଇରାଲ୍
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)