Advertisment

Team India: ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ , ଦାୟୀ କିଏ ?

ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍  ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ। ୪୦୮ ରନ୍ ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା। ଭାରତ ମାଟିରେ ୨୫ ବର୍ଷ ପରେ ଜିତିଲା ଟେଷ୍ଟ ସିରିଜ୍।

author-image
Manas Ranjan Mohanty
INDIA DEAFEAT

INDIA DEAFEAT Photograph: (OTV)

ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ। ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍  ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ। ୪୦୮ ରନ୍ ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା। ଭାରତ ମାଟିରେ ୨୫ ବର୍ଷ ପରେ ଜିତିଲା ଟେଷ୍ଟ ସିରିଜ୍। ୨ୟ ଇନିଂସରେ ମାତ୍ର ୧୪୦ରେ ସରେଣ୍ଡର କରିଛନ୍ତି ଭାରତୀୟ ବ୍ୟାଟର। ଦାୟିତ୍ବହୀନ, ଖାମଖିଆଲି ବ୍ୟାଟିଂର ନମୂନା ପ୍ରଦର୍ଶନ ଦେଖିବାକୁ ମିଳିଛି। ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍ , ନୀତୀଶ ରେଡ୍ଡୀ ସୁଯୋଗର ସଦ୍ ବ୍ୟବହାର କରିପାରି ନାହାନ୍ତି। ୨-୦ରେ ସିରିଜ୍ ପୋଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଭାରତକୁ ବଡ଼ ଝଟକା ଦେଇଛି। ଅନ୍ୟପଟେ ଗୌହ୍ବାଟୀରରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ଅନେକ ଅଲୋଡ଼ା ରେକର୍ଡ ସୃଷ୍ଟି ହୋଇଛି। ୪୦୮ ରନ୍ ରେ ହାରିବା ସର୍ବାଧିକ ଦଳଗତ ରନ୍ ବ୍ୟବଧାନ ପରାଜୟ ହୋଇଛି। ୨୦୦୪ରେ ନାଗପୁରରେ ୩୪୨ ରନ୍ ପରାଜୟ ରେକର୍ଡକୁ ଟପି ଯାଇଛି।

Advertisment

ଗୌହ୍ବାଟୀରେ ଭାରତର ଲଜ୍ଜାଜନକ ପରାଜୟ
ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ୍ ସହ ସିରିଜ ହାରିଲା ଭାରତ
୪୦୮ ରନ୍ ରେ ବଡ଼ ବିଜୟ ହାସଲ କଲା ଦକ୍ଷିଣ ଆଫ୍ରିକା
ଭାରତ ମାଟିରେ ୨୫ ବର୍ଷ ପରେ ଜିତିଲା ଟେଷ୍ଟ ସିରିଜ୍ 
୨ୟ ଇନିଂସରେ ମାତ୍ର ୧୪୦ରେ ସରେଣ୍ଡର କଲେ ଭାରତୀୟ ବ୍ୟାଟର
ଦାୟିତ୍ବହୀନ, ଖାମଖିଆଲି ବ୍ୟାଟିଂର ନମୂନା ପ୍ରଦର୍ଶନ କଲେ
ସାଇ, ଜୁରେଲ୍ , ନୀତୀଶ ସୁଯୋଗର ସଦ୍ ବ୍ୟବହାର କରିପାରିଲେନି
୨-୦ରେ ସିରିଜ୍  ପୋଛି ନେଲା ଭ୍ରମଣକାରୀ ଦ. ଆଫ୍ରିକା
୪୦୮ ରନ୍ ରେ ହାରିବା ସର୍ବାଧିକ ଦଳଗତ ରନ୍  ବ୍ୟବଧାନ ପରାଜୟ
୨୦୦୪ରେ ନାଗପୁରରେ ୩୪୨ ରନ୍  ପରାଜୟ ରେକର୍ଡକୁ ପାର୍ 

Advertisment
Related Articles
Advertisment