Advertisment

India Dominate in Chennai: ଚେନ୍ନାଇରେ ଟିମ୍ ଇଣ୍ଡିଆର ସୁପର୍ ଶୋ', ଜିମ୍ବାୱେ ଆଗରେ ୨୫୭ ରନର ବିଶାଳ ଟାର୍ଗେଟ୍

ଜିମ୍ବାୱେ ବୋଲରଙ୍କୁ ନିସ୍ତୁକ ଧୁଲେଇ କଲା ଟିମ୍ ଇଣ୍ଡିଆ । ଟି-ଟ୍ବେଣ୍ଟିରେ ସର୍ବାଧିକ ସ୍କୋର୍ ସହିତ ଜିମ୍ବାୱେ ଆଗରେ ୨୫୭ ରନର ବିଶାଳ ଟାର୍ଗେଟ୍ ରଖିଲା ଭାରତ । ୪ ୱିକେଟ୍ ହରାଇ ୧୫୬ ରନ କଲା ଟିମ୍ ଇଣ୍ଡିଆ। ଅଭିଷେକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ।

author-image
Tapan Swain
Team India

Team India Photograph: (OTV)

ଚେନ୍ନାଇରେ ଟିମ୍ ଇଣ୍ଡିଆର ସୁପର୍ ଶୋ। ଜିମ୍ବାୱେ ବୋଲରଙ୍କୁ ନିସ୍ତୁକ ଧୁଲେଇ କଲା ଟିମ୍ ଇଣ୍ଡିଆ । ଟି-ଟ୍ବେଣ୍ଟିରେ ସର୍ବାଧିକ ସ୍କୋର୍ ସହିତ ଜିମ୍ବାୱେ ଆଗରେ ୨୫୭ ରନର ବିଶାଳ ଟାର୍ଗେଟ୍ ରଖିଲା ଭାରତ । ୪ ୱିକେଟ୍ ହରାଇ ୧୫୬ ରନ କଲା ଟିମ୍ ଇଣ୍ଡିଆ। ଅଭିଷେକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ।

Advertisment

୧୬ ବଲରେ ୪୪ରନର ଧୂଆଁଧାର ଇନିଂସ୍ ଖେଳିଲେ ତିଲକ ବର୍ମା । ଟସ୍ ହାରି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଆରମ୍ଭରୁ ଆଟାକିଂ ମୋଡରେ ଖେଳିଥିଲା । ଓପନର୍ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଭଲ ଆରମ୍ଭ କରିଥିବାବେଳେ ୧୫ ବଲରେ ୨୪ ରନ୍ କରି ପାଭିଲିୟନ ଫେରିଥିଲେ ସଞ୍ଜୁ ।

ପରେ ପରେ ସମସ୍ତ ବ୍ୟାଟ୍ସମ୍ୟାନ୍ ଜିମ୍ବାୱେ ବୋଲରଙ୍କୁ ଧୁଲେଇ କରିଥିଲେ । ଅଭିଶେକ ୩୦ ବଲରେ ୫୫ ରନ କରିଥିବାବେଳେ ଇଶାନ କିଷନ ୩୮, କ୍ୟାପଟେନ ସୂର୍ଯ୍ୟାକୁମାର ୩୩, ହାର୍ଦ୍ଦିକ ପାଣ୍ଡ୍ୟା ୫୦ ଓ ତିଲକ ବର୍ମା ୪୪ ରନ କରିଥିଲେ । 

Advertisment

ଟି-ଟ୍ବେଣ୍ଟିରେ ସର୍ବାଧିକ ସ୍କୋର୍ କଲା ଭାରତ

୪ ୱିକେଟ୍ ହରାଇ ୧୫୬ ରନ କଲା ଟିମ୍ ଇଣ୍ଡିଆ
ଅଭିଷେକ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ
୧୬ ବଲରେ ଧୂଆଁଧାର୍ ୪୪ ରନ କଲେ ତିଲକ ବର୍ମା
୧୫ ବଲରେ ୨୪ ରନ୍ କଲେ ସଞ୍ଜୁ ସାମସନ
ସମସ୍ତ ବ୍ୟାଟ୍ସମ୍ୟାନ୍ ଜିମ୍ବାୱେ ବୋଲରଙ୍କୁ ଧୁଲେଇ କଲେ
ଅଭିଷେକ ୫୫, ଇଶାନ କିଷନ କଲେ ୩୮ରନ୍
କ୍ୟାପଟେନ ସୂର୍ଯ୍ୟାକୁମାର ୩୩, ହାର୍ଦ୍ଦିକ ପାଣ୍ଡ୍ୟା କଲେ ୫୦ ରନ୍

Team India ICC T20 World Cup
Advertisment
Related Articles
Advertisment