/odishatv-khabar/media/media_files/2025/10/11/swetaparna-2025-10-11-20-49-31.jpg)
SWETAPARNA Photograph: (OTV)
ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଶ୍ବେତାପର୍ଣ୍ଣା । ୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେବା ସହ ତାଙ୍କୁ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ । ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା ହୋଇଛନ୍ତି । ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । IMFA ଦ୍ବାରା ପରିଚାଳିତ ‘IMPACT' ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି । ‘ଇମ୍ପାକ୍ଟ’ ପକ୍ଷରୁ ୧୯୯୩ରୁ ପ୍ରତିବର୍ଷ ଦିଆଯାଇ ଆସୁଛି ଏହି ସମ୍ମାନଜନକ ପୁରସ୍କାର ।...
୨୦୨୫ ବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିବାରୁ ଜୁରୀ ସଦସ୍ୟ ଓ IMFAକୁ ଧନ୍ୟବାଦ: ଶ୍ବେତାପର୍ଣ୍ଣା ପଣ୍ଡା#Swetaparnapanda#Badminton#Ekalavya#IMFA#Odisha#OTVpic.twitter.com/HCUlhMTus2
— ଓଟିଭି (@otvkhabar) October 11, 2025
ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର
୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଶ୍ବେତାପର୍ଣ୍ଣା
୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେବେ ଶ୍ବେତାପର୍ଣ୍ଣା ପଣ୍ଡା
ନଗଦ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ
ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା
IMFA ଦ୍ବାରା ପରିଚାଳିତ ‘IMPACT' ପକ୍ଷରୁ ଦିଆଯାଉଛି ପୁରସ୍କାର
Inspirational Journey: ଯେଉଁ କମ୍ପାନୀରେ ସିକ୍ୟୁରିଟି ଗାର୍ଡ ଥିଲେ, ସେହି କମ୍ପାନୀରେ ଏବେ ସଫ୍ଟୱେର୍ ଇଂଜିନିୟର...ସଫଳତାର କାହାଣୀ

From Guidance to Guilt: ଏମିତି ବାପା ପୁଅକୁ ସଜାଇଦେଲା ହତ୍ୟାକାରୀ, ଜୀବନ ବେକାର

Relationship Tips: ଆପଣଙ୍କ ମନର ମଣିଷ ଆପଣଙ୍କୁ ଭଲ ପାଉଛି ତ ? କେମିତି ଜାଣିବେ...ପଢ଼ନ୍ତୁ ଗୋଟିଏ କ୍ଲିକରେ

‘Charidham’ Wins Hearts Nationwide: ‘ଚାରିଧାମ’ ଦର୍ଶକଙ୍କ ମନ ଜିଣି ରେକର୍ଡ ଭାଙ୍ଗିଲା, ଓଡ଼ିଆ ସିନେମାର ନୂଆ ଯୁଗ ଆରମ୍ଭ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)