/odishatv-khabar/media/media_files/2026/03/09/deadline-ends-2026-03-09-17-06-08.jpg)
Deadline Ends Photograph: (OTV)
ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା । କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର । ଫଳରେ ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ।
Advertisment
ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ଏବଂ କଂଗ୍ରେସ-ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ଭାବେ ଦତ୍ତ୍ବେଶ୍ବର ହୋତା ମଇଦାନରେ ରହିଛନ୍ତି । ଆସନ୍ତା ୧୬ ତାରିଖରେ ହେବ ରାଜ୍ୟସଭା ପାଇଁ ଭୋଟିଂ ।
କୌଣସି ପ୍ରାର୍ଥୀ କଲେନି ନାମାଙ୍କନ ପ୍ରତ୍ୟାହାର
ସରିଲା ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରତ୍ୟାହାର ସମୟସୀମା
ଏବେ ମଇଦାନରେ ରହିଛନ୍ତି ମୋଟ ୫ ପ୍ରାର୍ଥୀ
ବିଜେପି ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର
ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
କଂଗ୍ରେସ-ବିଜେଡିର କମନ୍ କ୍ୟାଣ୍ଡିଡେଟ୍ ଦତ୍ତ୍ବେଶ୍ବର ହୋତା
ଆସନ୍ତା ୧୬ ତାରିଖରେ ହେବ ଭୋଟିଂ
Advertisment
Advertisment


Related Articles
Delhi Liquor Scam: ମଦ ଦୁର୍ନୀତି ମାମଲାରେ ତଳ କୋର୍ଟ ରାୟକୁ ସିବିଆଇର ଚ୍ୟାଲେଞ୍ଜ, ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ନୋଟିସ
POSTED

Middle East Conflict: ଇରାନ୍ ସହ ହାତ ମିଶାଇଲା ଋଷିଆ, ଛାନିଆ ଟ୍ରମ୍ପ; ଆରବରୁ ଆରମ୍ଭ ହେଲା କି ତୃତୀୟ ବିଶ୍ୱଯୁଦ୍ଧ ?
POSTED

Top Court Slams ‘Hasty’ Petition: ଆପଣ ରାତି ଅଧରେ ପିଟିସନ୍ ପ୍ରସ୍ତୁତ କରନ୍ତି କି? ଏମିତି କହି ପିଆଇଏଲ୍ ଖାରଜ କରିଦେଲେ ସୁପ୍ରିମକୋର୍ଟ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)