Advertisment

Major Defection in Bhadrak: ବିଜେଡିକୁ ବଡ଼ ଝଟକା , ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ ଓ ଭଉଣୀ

BJPରେ ବଡ଼ ମିଶ୍ରଣ। ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ବଡ ପୁଅ ପ୍ରୟାସକାନ୍ତି ସାମଲ ଓ ସାନ ପୁଅ ତଥା ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ। ପ୍ରଫୁଲ୍ଲଙ୍କ ଭଉଣୀ ବି ବିଜେପିରେ ମିଶିଲେ ।

author-image
Manas Ranjan Mohanty
Major Defection in Bhadrak

Major Defection in Bhadrak Photograph: (OTV)

BJPରେ ବଡ଼ ମିଶ୍ରଣ। ପଦ୍ମ ଧରିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲଙ୍କ ବଡ ପୁଅ ପ୍ରୟାସକାନ୍ତି ସାମଲ ଓ ସାନ ପୁଅ ତଥା ଭଣ୍ଡାରିପୋଖରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ। ପ୍ରଫୁଲ୍ଲଙ୍କ ଭଉଣୀ ବି ବିଜେପିରେ ମିଶିଲେ । ପ୍ରଫୁଲ୍ଲଙ୍କ ଭଉଣୀ ହେଉଛନ୍ତି ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ । ୩୦ ସରପଞ୍ଚ, ୩୫ ସମିତି ସଭ୍ୟ ଓ ଅନେକ ୱାର୍ଡ ମେମ୍ବର ‍ବି ବିଜେପିରେ ମିଶିଲେ। ଏହାକୁ ନେଇ ଭଦ୍ରକଠୁ ଭୁବନେଶ୍ବର ରାଜନୀତି ସରଗରମ ହୋଇଛି। 

Advertisment

ପ୍ରଫୁଲ୍ଲଙ୍କ ପୁଅ, ଭଉଣୀ ପଦ୍ମ ଧରିଲେ 
ବିଜେପିର ମହାମିଶ୍ରଣ, ବିଜେଡିକୁ ବଡ଼ ଝଟକା
ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ
ପ୍ରୟାସକାନ୍ତି ସାମଲ ଓ ପ୍ରଣୀତକାନ୍ତି ସାମଲ ପଦ୍ମ ଧରିଲେ 
ପ୍ରଫୁଲ୍ଲଙ୍କ ଭଉଣୀ ବି ପଦ୍ମ ଦଳରେ ମିଶିଲେ 
ସାନ ପୁଅ ପ୍ରଣୀତକାନ୍ତି ଭଣ୍ଡାରୀପୋଖରୀ ବ୍ଲକ ଉପାଧ୍ୟକ୍ଷ
ପ୍ରଫୁଲ୍ଲଙ୍କ ଭଉଣୀ ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ 
୩୦ ସରପଞ୍ଚ, ୩୫ ସମିତି ସଭ୍ୟ ଓ ଅନେକ ୱାର୍ଡ ମେମ୍ବର ମିଶିଲେ 

Advertisment
Related Articles
Advertisment