Advertisment

BJP Star Campaigner List: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ପ୍ରମୁଖ ଅଛନ୍ତି।

author-image
Chinmayee Sahoo
Star Campaigner

Star Campaigner Photograph: (OTV)

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ନୂଆପଡାରେ ପ୍ରଚାର କରିବେ ଦୁଇ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ କରିବେ ପ୍ରଚାର । ଏଥିସହ ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ କରିବେ ପ୍ରଚାର। ଜୁଏଲ ଓରାମ, ସୁନୀଲ ବଂଶଲ, ବୈଜନ୍ତ ପଣ୍ଡା , ବିଜୟପାଲ ସିଂ ତୋମାରଙ୍କ ସମେତ ୪୦ ବରିଷ୍ଠ ନେତା ପ୍ରଚାର କରିବେ।

Advertisment

ଅଧିକ ଦେଖନ୍ତୁ:

BJP Star Campaigner List
Advertisment
Related Articles
Advertisment