Advertisment

BJD Will No longer Exist: ସୁଜାତାଙ୍କୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍ , ଦଳ ରହିଲେ ସିନା ଦାୟିତ୍ୱ ନେବେ

ବିଜେପି ହ୍ବିସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗି ଯିବ ବୋଲି ବିଜେଡିକୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍। ବିଜେଡି ଆଉ ରହିବନି ତା କଥା ଆଲୋଚାନା କରିକି ଲାଭ କଣ ?

author-image
Manas Ranjan Mohanty
JAYANARAYAN MISHRA

JAYANARAYAN MISHRA Photograph: (OTV)

ବିଜେପି ହ୍ବିସିଲ୍ ଫୁଙ୍କିଲେ ବିଜେଡି ଭାଙ୍ଗି ଯିବ ବୋଲି ବିଜେଡିକୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍। ବିଜେଡି ଆଉ ରହିବନି ତା କଥା ଆଲୋଚାନା କରିକି ଲାଭ କଣ ? ବିଜେପି ହ୍ବିସିଲ୍  ଫୁଙ୍କିଲେ ବିଜେଡି ଭାଙ୍ଗିବ, ୧୨ ଫାଳ ହୋଇଯିବ। ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ନଂ କୁ ଖସିଲା। ୫୧ ଥିଲେ ୫୦ ହେଲା, ବର୍ଷେ ଦୁଇ ବର୍ଷରେ ୪ କି ୫ ଥିବେ କି ନାହିଁ ବୋଲି କଟାକ୍ଷ କରିଛନ୍ତି। ଏହାସହ ବିଜେଡିରେ ସୁଜାତା କାର୍ତ୍ତିକେୟନ ଉତ୍ତରାଧିକାରୀ ପ୍ରସଙ୍ଗରେ ବି ସେ ଟାର୍ଗେଟ୍ କରିଛନ୍ତି।  ସୁଜାତା ନେତା ନୁହଁନ୍ତି, ସେ ଆସିଲେ କଣ ହେବ ବୋଲି କହିଛନ୍ତି ଜୟ ନାରାୟଣ। 

Advertisment

‘ବିଜେପି ହ୍ବିସିଲ୍  ଫୁଙ୍କିଲେ ବିଜେଡି ଭାଙ୍ଗିବ’
ସୁଜାତାଙ୍କୁ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ୍ 
‘ସୁଜାତା ନେତା ନୁହଁନ୍ତି, ସେ ଆସିଲେ କଣ ହେବ’
‘ବିଜେଡି ଆଉ ରହିବନି ତା କଥା ଆଲୋଚାନା କରିକି ଲାଭ କଣ’
ଦଳ ରହିଲେ ସିନା ଦାୟିତ୍ୱ ନେବେ- ଜୟ ନାରାୟଣ ମିଶ୍ର
‘ବିଜେପି ହ୍ବିସିଲ୍  ଫୁଙ୍କିଲେ ବିଜେଡି ଭାଙ୍ଗିବ, ୧୨ ଫାଳ ହୋଇଯିବ’
‘ଓଡ଼ିଶାକୁ ୨୪ ବର୍ଷ ଶାସନ କଲା ପରେ ନିର୍ବାଚନରେ ୩ନଂ କୁ ଖସିଲା’
‘୫୧ ଥିଲେ ୫୦ ହେଲା, ବର୍ଷେ ଦୁଇ ବର୍ଷରେ ୪ କି ୫ ଥିବେ କି ନାହିଁ’

Advertisment
Advertisment
Related Articles
Advertisment