/odishatv-khabar/media/media_files/2026/03/03/rajya-sabha-polls-2026-03-03-21-10-10.jpg)
RAJYA SABHA POLLS Photograph: (OTV)
ଗଡ଼ବଡ଼ ହେବ ରାଜ୍ୟସଭା ନିର୍ବାଚନ । ରାଜ୍ୟସଭା ନିର୍ବାଚନକୁ ନେଇ ବଡ଼ ଇସାରା ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଓଟିଭିକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଲଢେଇ ଆହୁରି ରୋଚକ ହେବ । ଏହି ଲଢ଼େଇ ଡା. ଦତ୍ତେଶ୍ବର ହୋତା Vs ଦିଲ୍ଲୀପ ରାୟଙ୍କର ନୁହେଁ ।
୪ଟି ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଥିବାବେଳେ ଏବେ ମଇଦାନରେ ୫ ପ୍ରାର୍ଥୀ । ଆଗକୁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ୬ ବି ହୋଇପାରେ । ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି ଅରବିନ୍ଦ । ଅରବିନ୍ଦଙ୍କ ବଡ଼ ଇସାରା କେଉଁ ଦିଗ ଆଡ଼କୁ ତାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
ଅରବିନ୍ଦଙ୍କ ଇସାରା ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ ଆଡ଼କୁ ଇଙ୍ଗିତ କି ? ସଂତୃପ୍ତ ମିଶ୍ରଙ୍କ ବିରୋଧରେ କେହି ପ୍ରାର୍ଥୀ ଛିଡ଼ା ହେବେ କି ?
ଗଡ଼ବଡ଼ ହେବ ରାଜ୍ୟସଭା ନିର୍ବାଚନ
ବଡ଼ ଇସାରା ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର
ଆଗକୁ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ି ୬ ବି ହୋଇପାରେ: ଅରବିନ୍ଦ
ଅରବିନ୍ଦଙ୍କ ବଡ଼ ଇସାରା କେଉଁ ଦିଗ ଆଡ଼କୁ ?
ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ ଆଡ଼କୁ ଇଙ୍ଗିତ କି ?
ସଂତୃପ୍ତ ମିଶ୍ରଙ୍କ ବିରୋଧରେ କେହି ପ୍ରାର୍ଥୀ ଛିଡ଼ା ହେବେ କି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)