Advertisment

long ‍Queue: ଆଇଫୋନ୍ ପାଇଁ ରାତି ଅନିଦ୍ରା, ମଲ୍ ଆଗରେ ଲମ୍ବା ଲାଇନ

ଦିଲ୍ଲୀରୁ ମୁମ୍ବାଇ ଯାଏ ଆଇଫୋନ୍ ୧୭ର କ୍ରେଜ୍। ଷ୍ଟୋରରୁ ଆଇଫୋନ୍-୧୭ କିଣିବାକୁ ମଲ୍ ଆଗରେ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି ବୁକିଂ କରିଥିବା ଗ୍ରାହକ। ଦୀର୍ଘ ସମୟ ଧରି ଏହି ଫୋନର ଅପେକ୍ଷାରେ ଥିଲେ ଲୋକେ।

author-image
Manasranjan Mohanty
long ‍Queue: ଆଇଫୋନ୍ ପାଇଁ ରାତି ଅନିଦ୍ରା, ମଲ୍ ଆଗରେ ଲମ୍ବା ଲାଇନ

iPhone 17

India
Advertisment
Advertisment