/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201006.jpg)
ଯୋରନ୍ଦା ଗାଦିରେ ୧୪୪ ଧାରା
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201006.jpg)
1/5
ଯୋରନ୍ଦା ଗାଦିରେ ଏବେ ୧୪୪ ଧାରା ଜାରି ହୋଇଛି। ଫଳରେ ସାରା ପରିବେଶ ଏବେ ଖାଁ ଖାଁ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201127.jpg)
2/5
୧୪୪ ଧାରା ଜାରି ହେବା ପରେ ଏଠାକୁ ନିୟମିତ ଆସୁଥିବା ଭକ୍ତମାନେ ବାହାରେ ପ୍ରାର୍ଥନା କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201408.jpg)
3/5
ଇଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳର ଦୃଶ୍ୟ। ଏଠାରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ସକାଳୁ ସକାଳୁ ଏମିତି କୁହୁଡ଼ି ହେଉଛିଯେ, ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201557.jpg)
4/5
ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ୍ ସମେଟିଭ୍-୧ ପରୀକ୍ଷା। କଟକ ଜିଲ୍ଲା ନିଆଳୀ ହାଇସ୍କୁଲ୍ରେ ପିଲାମାନଙ୍କୁ ପରୀକ୍ଷା ପାଇଁ ସ୍ୱାଗତ କରାଯାଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669201794.jpg)
5/5
ସାଳନ୍ଦୀ ନଦୀ ଉପରେ ନିର୍ମାଣ ହେଉଥିବା ଭଦ୍ରକ କୁଆଁସ ସେତୁ ଅଧାପନ୍ତରିଆ। ଭଦ୍ରକ ସହରକୁ ସିଧାସଳଖ ସଂଯୋଗ କରୁଥିବା ଏହି ସେତୁ ଗତ ୨ ବର୍ଷ ହେଲା ଏମିତି ପଡ଼ିରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)