/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662633350.jpg)
ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662633350.jpg)
1/4
କାମାକ୍ଷାନଗର ଉପଖଣ୍ଡ ବାଘମୁଣ୍ଡା ଗାଁର ଏଇ ଅଙ୍ଗନବାଡ଼ି କେନ୍ଦ୍ରଟି ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662633647.jpg)
2/4
ଅଙ୍ଗନବାଡ଼ି କେନ୍ଦ୍ର ବନ୍ଧା ପଡ଼ିଛି, ପିଲାଙ୍କ ସେବାରେ ଲାଗିପାରୁନି। କିନ୍ତୁ ମଦୁଆଙ୍କୁ ସେବାରେ ଦିବାରାତ୍ର ଲାଗିଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662633867.jpg)
3/4
ଘର ତ ସେବାରେ ଲାଗିଛି, ବାହାରେ ବି ଭରପୂର ସେବା। ସେବାର ସନ୍ତକମାନେ ସବୁ ବାହାରେ ଦଣ୍ଡାୟମାନ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662634279.jpg)
4/4
ସମସ୍ତେ ସେବା ପାଇଲେ, ଖାଲି ପିଲାଏ ଯାହା ବଂଚିତ ହେଲେ। ଏ ଦୃଶ୍ୟ ଦେଖନ୍ତୁ...ଅଙ୍ଗନବାଡ଼ି କେନ୍ଦ୍ର ଠିକାଦାରଙ୍କ ପାଖରେ ବନ୍ଧା ପଡ଼ିଛି। ବିଚରା ପିଲା ଏପଟେ ୟା ତା’ ପିଣ୍ଡାରେ ବସି ପାଠ ପଢୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)