/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713284715.jpg)
Rukuna Rath Yatra
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713284715.jpg)
1/6
ଶ୍ରଦ୍ଧାଳୁଙ୍କ ଭିଡ଼ରେ ରୁକୁଣା ରଥଟଣା...
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713284863.jpeg)
2/6
ବଢ଼େଇବାଙ୍କରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713284943.jpeg)
3/6
ଆଜି ପବିତ୍ର ଅଶୋକାଷ୍ଟମୀରେ ନୀତିକାନ୍ତି ସାରି ଅପରାହ୍ନରେ ଗଡ଼ିଥିଲା ରୁକୁଣା ରଥ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713285001.jpeg)
4/6
ଆଉ ସନ୍ଧ୍ୟା ହେବାରୁ ଅଟକିଥିଳା ବଢ଼େଇବାଙ୍କରେ । ଆସନ୍ତାକାଲି ମାଉସୀମା ମନ୍ଦିରରେ ପହଞ୍ଚିବ ମହାପ୍ରଭୁଙ୍କ ରୁକୁଣା ରଥ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713285028.jpeg)
5/6
ଆଜି ମହାଦେବ ଲିଙ୍ଗରାଜଙ୍କ ପ୍ରତିମାକୁ ରଥାରୁଢ କରାଇବା ପରେ ହଜାର ହଜାର ଶ୍ରଦ୍ଧାଳୁ ରଥଟାଣିଥିଲେ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713285112.jpeg)
6/6
ବିରାଟ ପଟୁଆରରେ ବାବାଙ୍କ ରଥକୁ ଆଣି ବଢେଇବାଙ୍କ ଛକରେ ପହଞ୍ଚିଥିଲେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)